ସ୍ଥଗିତ ହେଲା OCS ପରୀକ୍ଷା

କଟକ ୦୩ ।୦୫ (ଓଡ଼ିଶା ଭାସ୍କର) : ସ୍ଥଗିତ ହେଲା ଓସିଏସ୍-୨୦୨୦ ପରୀକ୍ଷା । ମେ’ ୨୨ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ରାଜ୍ୟ ସରକାର ପକ୍ଷରୁ ସ୍ଥଗିତ କରାଯାଇଛି । ରାଜ୍ୟ ଲକଡାଉନ୍ ଘୋଷଣା ଯୋଗୁ ପରୀକ୍ଷା ବାତିଲ୍…

ଡିଏମକେ ପ୍ରତି ମହିଳାଙ୍କ ଅହେତୁକ ପ୍ରେମ, ନିର୍ବାଚନ ଜିତିବ ବୋଲି ମନ୍ଦିରରେ ବଳି ପକାଇଲେ ଜିଭ

ଚେନ୍ନାଇ, ୦୩ ।୦୫ (ଓଡ଼ିଶା ଭାସ୍କର) : ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁ ମାନେ ସେମାନଙ୍କ ଇଚ୍ଛା ପୁରଣ ହେବା ଲକ୍ଷ୍ୟ ନେଇ ଭଗବାନଙ୍କ ପାଖରେ ମାନସିକ ରଖନ୍ତି । ଆଉ ମାନସିକ ପୂରଣ ପରେ ଭଗବାନଙ୍କ ପାଖରେ ତାଙ୍କ…

କୋଭିଡ୍ ରିଲିଫ ସାମଗ୍ରୀ ଉପରୁ ଛାଡ ହେବ ଶୁଳ୍କ: କେନ୍ଦ୍ର ଅର୍ଥ ବିଭାଗର ନିଷ୍ପତ୍ତି

ନୂଆଦିଲ୍ଲୀ ୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ସଂପର୍କିତ ରିଲିଫ ସାମଗ୍ରୀ ଉପରୁ ଛାଡ ହେବ ସମସ୍ତ ଶୁଳ୍କ । କରୋନାର ଏଭଳି ପରିସ୍ଥିତିରେ କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି…

ମେ ୧୩ରେ ଲଞ୍ଚ ହେବ Redmi Note 10s

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Xiaomi ନିକଟରେ ଏହାର Redmi Note 10 ସିରିଜର ସ୍ମାର୍ଟଫୋନ ଲଞ୍ଚ କରିଛି । ଏବେ କଂପାନୀ ଏହି ସିରିଜରେ ଏକ ନୂଆ ସ୍ମାର୍ଟଫୋନ କୁ ଲଞ୍ଚ କରିବାକୁ ଯାଉଛି । ଯାହାର ନାଁ ରହିଛି Redmi…

କଟକ ମହାନଗର ନିଗମକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ କଲେ ୧୦ କୋଟି ଟଙ୍କା

କଟକ ୦୩ ।୦୫ (ଓଡ଼ିଶା ଭାସ୍କର) : କଟକ ମହାନଗର ନିଗମକୁ ମଞ୍ଜୁରୀ ହେଲା୧୦ କୋଟି ଟଙ୍କା । କୋଭିଡ୍ ପରିଚାଲନା ପାଇଁ କଟକ ମହାନଗର ନିଗମକୁ ୧୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି । ଏହି ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…

ସ୍ଥଗିତ ହେଲା ନିଟ୍ ପିଜି ପରୀକ୍ଷା

ନୂଆଦିଲ୍ଲୀ,୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ବଡ ଘୋଷଣା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ କୋଭିଡ୍ ସମୀକ୍ଷା ବୈଠକରେ ଏନେଇ ନିଷ୍ପତି ନେଇଛନ୍ତି । ଅତିକମ୍…

ପିପିଲି ଉପନିର୍ବାଚନ ୪ ମାସ ଘୁଞ୍ଚାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପାଇଁ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଛି । ବରିଷ୍ଠ ଆଇନଜିବୀ ସୂର୍ଯ୍ୟକାନ୍ତ ପାଢୀ ଏନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ।…

ଲକଡାଉନକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ କି ଅଯଥା କିଣାକିଣି କରନ୍ତୁ ନାହିଁ: ସିପି

ଭୁବନେଶ୍ୱର, ୦୩ ।୦୫ (ଓଡ଼ିଶା ଭାସ୍କର) : ମେ' ୫ ତାରିଖରୁ ଓଡିଶାରେ ଲାଗୁ ହେବାକୁ ଯାଉଛି ଲକଡାଉନ୍ । ଏହା ମେ' ୫ ତାରିଖଠାରୁ ଆରମ୍ଭ ହୋଇ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ତେବେ ଏହା ପୁର୍ବରୁ ଟ୍ୱିନ୍ ସିଟି ପୋଲିସ୍…

ସିନେମାକୁ ପୁରିଲା ୧୦୮ ବର୍ଷ: ଆଜି ରିଲିଜ୍ ହୋଇଥିଲା ଭାରତର ପ୍ରଥମ ଫିଲ୍ମ

ମୁମ୍ବାଇ, ୦୩ ।୦୫ (ଓଡ଼ିଶା ଭାସ୍କର) : ହିନ୍ଦୀ ସିନେମାକୁ ଆଜି ୧୦୮ ବର୍ଷ ପୁରିଛି । ୧୯୧୩ ମସିହାରେ ଆଜିର ଦିନରେ ଭାରତର ପ୍ରଥମ ଫିଚର୍ ଫିଲ୍ମ ରିଲିଜ୍ ହୋଇଥିଲା । ଆଉ ତା ନାଁ ଥିଲା "ରାଜା ହରିଶ୍ଚନ୍ଦ୍ର" । ହେଲେ ଏବେ…

ଏମିତି ଏକ ବିଷୟରେ ଅଧ୍ୟୟନ କରିବା ଯୋଗୁ ଛାତ୍ରଙ୍କୁ ଯିବାକୁ ପଡିଲା ଜେଲ୍ !

ନୂଆଦିଲ୍ଲୀ ୦୩ ।୦୫ (ଓଡ଼ିଶା ଭାସ୍କର) : କଲେଜ ଛାତ୍ରଙ୍କୁ ନିଜର ପାଠ ପଢା ପାଇଁ ଜେଲରେ ରଖାଯିବା କଥା କେବେ ଶୁଣି ନଥିବେ । ଏଭଳି ଏକ ଘଟଣା ମିଶର ଦେଶରେ ଘଟିଛି । ଅଷ୍ଟ୍ରିଆର ସେଣ୍ଟ୍ରାଲ ୟୁରୋପୀୟ ବିଶ୍ୱବିଦ୍ୟାଳୟର…