କରୋନାକୁ ରୋକିପାରିବନି କପଡା ମାସ୍କ, ପିନ୍ଧନ୍ତୁ ଏନ୍୯୫ ମାସ୍କ: ବିଶେଷଜ୍ଞ
ନୁଆଦିଲ୍ଲୀ, ୧୮ା୪ (ଓଡିଶା ଭାସ୍କର) : ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଯଥେଷ୍ଟ ସଚେତନ ରହିବାକୁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି । ସେମାନଙ୍କ କହିବା…