ନାଇଟ୍ କର୍ଫ୍ୟୁ ବେଳେ କଟକ ଓ ଭୁବନେଶ୍ୱରରେ ଲାଗୁ ହେବ ୧୪୪ ଧାରା

ଭୁବନେଶ୍ୱର ୧୭ ।୪ (ଓଡିଶା ଭାସ୍କର) : ଟ୍ୱିନ୍ ସିଟିରେ ଲାଗୁ ହେବ ୧୪୪ ଧାରା । ଆଜି ନାଇଟ୍ କର୍ଫ୍ୟୁ ବେଳେ କଟକ ଓ ଭୁବନେଶ୍ୱର ଲାଗୁ ହେବ ୧୪୪ ଧାରା । ରାତି ୯ଟାରୁ ସକାଳ ୫ ଟା ଯାଏ ଜାରି ରହିବ ଏହି ଧାରା । ପୋଲିସ୍…

ରେମଡେସିଭିର ଉତ୍ପାଦନ ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି: କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ଗୌଡା

ନୂଆଦିଲ୍ଲୀ, ୧୭ା୪(ଓଡିଶା ଭାସ୍କର): କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ରେମଡେସିଭିରର ଉତ୍ପାଦନ ବୃଦ୍ଧିକୁ ବଢାଇବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ଏନେଇ ଶୁକ୍ରବାର କେନ୍ଦ୍ର ରସାୟନ ଏବଂ ସାର…

ସୋନୁ ସୁଦ କରୋନା ପଜିଟିଭ୍

ମୁମ୍ବାଇ, ୧୭ ।୪ (ଓଡିଶା ଭାସ୍କର) : ଅଭିନେତା ସୋନୁ ସୁଦ ଶନିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟୁଇଟ୍ କରି ଜଣାଇଛନ୍ତିୁ । ସେ ଲେଖିଛନ୍ତି ଯେ, "ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ…

ଗୋଟିଏ ଏପିସୋଡ୍ ପାଇଁ ଏହି ଟିଭି କଳାକାର ଚାର୍ଜ କରନ୍ତି ସବୁଠାରୁ ଅଧିକ ଟଙ୍କା, ଦେଖନ୍ତୁ ଫଟୋ

ମୁମ୍ବାଇ, ୧୭ ।୪ (ଓଡିଶା ଭାସ୍କର) : ଆପଣ ମାନେ ଜାଣିଥିବେ ବିଭିନ୍ନ ବଲିଉଡ୍ ଅଭିନେତା ଏବଂ ଅଭିନେତ୍ରୀ ମାନେ ଗୋଟିଏ ଫିଲ୍ମ ପାଇଁ ଅନେକ ଚାର୍ଜ କରନ୍ତି । ଯେପରିକି ଅକ୍ଷୟ କୁମାର, ଅମିର୍ ଖାନ୍, ଶାହରୁଖ ଖାନ୍,…

କରୋନା ରୋଗୀଙ୍କ ପାଇଁ ବଲିଉଡ୍ ଗୀତରେ ନାଚିଲେ ଡାକ୍ତର; ଭିଡିଓ ଭାଇରଲ୍

ଗୁଜୁରାଟ ୧୭ ।୪ (ଓଡିଶା ଭାସ୍କର) : ରୋଗୀଙ୍କ ପାଇଁ ବଲିଉଡ ଗୀତରେ ନାଚିଲେ ଡାକ୍ତର । ଏଭଳ ଏକ ଭିଡିଓ ସୋସିୟାଲ୍ ମିଡିଆରେ ଭାଇରଲ୍ ହେବାରେ ଲାଗିଛି । ଗୁଜୁରାଟର ବଡୋଦରାରେ ଥିବା ଏକ ହସ୍ପିଟାଲର ଏହି ଭିଡିଓ ବୋଲି ଜଣା…

ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁଙ୍କୁ ମିଳିଲା ଜାମିନ୍

ପାଟନା, ୧୭ା୪: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଛି ଜାମିନ୍ । ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଗିରଫ ହୋଇ ଲାଲୁ ଜେଲରେ ସଜ୍ଜା…

ସୁସ୍ଥ ହେବା ପରେ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟାର ହାଇଦର୍

କଟକ, ୧୭ ।୪ (ଓଡିଶା ଭାସ୍କର) : କଟକ ଏସସିବିରୁ ଫେରାର୍ ହୋଇଯିବା ପରେ ପୁଣି ପୋଲିସ୍ କବଜାକୁ ଆସିଛି ଗ୍ୟାଙ୍ଗଷ୍ଟାର ହାଇଦର୍ । ହେଲେ ଗତକାଲି ସେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି…

କାର୍ତ୍ତିକଙ୍କୁ ବ୍ଲା୍କଲିଷ୍ଟ କରିବା ପ୍ରସଙ୍ଗରେ ପରୋକ୍ଷରେ କରନଙ୍କ ଉପରେ ବର୍ଷିଲେ କଙ୍ଗନା

ମୁମ୍ବାଇ, ୧୭ ।୪ (ଓଡିଶା ଭାସ୍କର) : ଧର୍ମା ପ୍ରଡକ୍ସନ୍ ହାଉସ୍ ରୁ ବଲିଉଡ୍ ଅଭିନେତା କାର୍ତ୍ତିକ ଆରିୟନଙ୍କୁ ବ୍ଲାକଲିଷ୍ଟ କରାଯିବା ପରେ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ "ଦୋସ୍ତାନା-୨"ରୁ କାର୍ତ୍ତିକଙ୍କୁ…

ରାଜଧାନୀରେ ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍! ମୁଖ୍ୟମନ୍ତ୍ରୀ ଡକାଇଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୧୭ା୪: ଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରତ୍ୟେକ ରାଜ୍ୟ ଲଢ଼େଇ ଜାରି ରଖିଛନ୍ତି । ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ ଓ ନାଇଟ୍ କର୍ଫ୍ୟୁ ଏବେ ବି ବଳବତ୍ତର ରହିଛି ଏବଂ ଆଗକୁ ମଧ୍ୟ ଲାଗୁହେବାର ସମ୍ଭବନା…

କୁମ୍ଭମେଳା ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍

ହରିଦ୍ୱାର ୧୭ ।୪ (ଓଡିଶା ଭାସ୍କର) : ଦେଶରେ ବଢୁଥିବା କରୋନା ସଂକ୍ରମଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇବରେ ଲାଗିଛି । ଏନେଇ ପ୍ରଧାନମନ୍ତ୍ରୀ ହରିଦ୍ୱାରରେ ଚାଲିଥିବା ମହାକୁମ୍ଭ ମେଳାକୁ ନେଇ ଚିନ୍ତାରେ…