Breaking News ସରକାରୀ କାର୍ଯ୍ୟାଳୟ ଆସିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମନା Odisha Bhaskar Bureau Apr 12, 2021 ଗଞ୍ଜାମ ୧୨ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୃତ ଗତିରେ ବଢୁଥିବା କରୋନାକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯିବା ସହ ଗାଇଡ଼ଲାଇନ୍…
Breaking News ମଙ୍ଗଳ କେବଳ ଲାଲ୍ ନୁହେଁ ବରଂ ଏହା ବିଭିନ୍ନ ରଙ୍ଗର ସମାହାର, ନାସା ଜାରି କଲା ଫଟୋ Odisha Bhaskar Bureau Apr 12, 2021 ନ୍ୟୁୟର୍କ, ୧୨ା୪ (ଓଡିଶା ଭାସ୍କର) : ସୌର ମଣ୍ଡଳରେ ୮ଟି ଗ୍ରହ ରହିଛି । ସେଥିମଧ୍ୟରୁ ଲାଲ୍ ଗ୍ରହ କହିଲେ ଆମେ ଜାଣୁ ମଙ୍ଗଳ ଗ୍ରହକୁ । ହେଲେ ନାସା ପକ୍ଷରୁ ରବିବାର ଦିନ ମଙ୍ଗଳ ଗ୍ରହ ପୃଷ୍ଠର କିଛି ଫଟୋ ସେୟାର…
Breaking News ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଖାଁ Odisha Bhaskar Bureau Apr 12, 2021 ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର): ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଖାଁ ଆତ୍ମସମର୍ପଣ କରିଛି । କଟକର ଚାଉଳିଆଗଞ୍ଜ ଥାନାରେ ୟାକୁବ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ପୂର୍ବରୁ ଏସସିବିରେ ଅନେକ ଥର ହାଇଦରକୁ…
Breaking News ସୁପ୍ରିମକୋର୍ଟରେ ପଶିଲା କରୋନା; ୫୦% କର୍ମଚାରୀ କରୋନା ସଂକ୍ରମିତ Odisha Bhaskar Bureau Apr 12, 2021 ନୁଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁପ୍ରିମକୋର୍ଟରେ ମଧ୍ୟ କରୋନା ପ୍ରବେଶ କରିଛି । ସେଠାରେ ପ୍ରାୟ ୫୦ ପ୍ରତିଶତ କର୍ମଚାରୀ କରୋନା ଦ୍ୱାରା…
Breaking News ସ୍କୁଲ୍ ଡ୍ରପଆଉଟ୍, ତା’ପରେ ୮ ହଜାର ଟଙ୍କାର ଚାକିରି, ଏବେ ଭାରତର ସର୍ବକନିଷ୍ଠ କୋଟିପତି Odisha Bhaskar Bureau Apr 12, 2021 ନୂଆଦିଲ୍ଲୀ, ୧୨ା୪: ବିନା ଡିଗ୍ରୀରେ ଯେ ସଫଳତା ମିଳିବ, ଏକଥା ପ୍ରମାଣିତ କରି ଦେଖାଇଛନ୍ତି ନିଖିଲ କାମାତ । ୩୪ ବର୍ଷୀୟ ନିଖିଲ ଦେଶର ସର୍ବକନିଷ୍ଠ କୋଟିପତି ହେବାର ଗୌରବ ହାସଲ କରିଛନ୍ତି । ନିଖିଲ ହେଉଛନ୍ତି ଦେଶର…
Breaking News ଦେଶରେ ମୃତ୍ୟୁସଂଖ୍ୟା ୯ ଶହ ଟପିଲା, ୧ ଲକ୍ଷ ୬୮ ହଜାର ସଂକ୍ରମିତ Odisha Bhaskar Bureau Apr 12, 2021 ନୂଆଦିଲ୍ଲୀ, ୧୨ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୦୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୭୯କୁ ବୃଦ୍ଧି…
Breaking News ଆକ୍ରାନ୍ତ ସଂଖ୍ୟା ୧୭ ଶହ ଟପିଲା, ଆଜି ଚିହ୍ନଟ ହେଲେ ୧୭୪୧ ପଜିଟିଭ୍, ରାଜ୍ୟରେ ପୁଣି ଦୁଇଜଣଙ୍କ ମୃତ୍ୟୁ Odisha Bhaskar Bureau Apr 12, 2021 ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…
Breaking News ବଲିଉଡକୁ ଗ୍ରାସ କଲା କରୋନା, କଲେକ୍ସନ ହେଲା ମାତ୍ର ୫୦ କୋଟି Odisha Bhaskar Bureau Apr 12, 2021 ନୂଆଦିଲ୍ଲୀ, ୧୨ା୪: କରୋନା ସଂକ୍ରମଣ ଦ୍ୱାରା ଦେଶର ସମସ୍ତ ଜନସାଧାରଣଙ୍କ ଅବସ୍ଥା କହିଲେ ନ ସରେ । ତେବେ ବଲିଉଡ୍ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ବଲିଉଡର ଏପରି ଶୋଚନୀୟ ଅବସ୍ଥା ହୋଇଛି ଯେ, ୨୦୨୧ରେ ବର୍ତ୍ତମାନ ସୁଦ୍ଧା…
Breaking News ପିପିଲି ଉପନିର୍ବାଚନ ଫାଇଟ୍: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ Odisha Bhaskar Bureau Apr 12, 2021 ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର): ପିପିଲି ଉପନିର୍ବାଚନରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ…
Breaking News ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୯.୪୮ ଲକ୍ଷରେ ପହଞ୍ଚିଲା Odisha Bhaskar Bureau Apr 12, 2021 ନୂଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ୪୮ ହଜାର ୯୦୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…