fbpx

ବଡ଼ ଧରଣର ଆୟକର ଠକେଇ: ୧୭ ଗିରଫ

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ରାଉରକେଲାରେ ଏକ ବଡ଼ଧରଣର ଆୟକର ଠକେଇ ହୋଇଛି । ସୂଚନା ଅନୁଯାୟୀ, ୩ଟି ଶିଳ୍ପ ସଂସ୍ଥା ନାଁରେ ୧୭୦ କୋଟି ଟଙ୍କାର ଟିକସ ଠକେଇ ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ରୀୟ ଆୟକର ବିଭାଗ…

ସୁନ୍ଦରୀ ପାଇଁ ନବୀନଙ୍କୁ ଶିବରାଜଙ୍କ ଚିଠି

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ୨୦୧୮ରେ ୨ଟି ବାଘ ମଧ୍ୟପ୍ରଦେଶରୁ ଓଡ଼ିଶା ଆସିଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶା ଆସିଥିବା ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ମଧ୍ୟପ୍ରଦେଶ…

ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ନେତା

ନୂଆଦିଲ୍ଲୀ, ୯ା୧୨: ଆଜି ସନ୍ଧ୍ୟା ୫ଟାରେ ବିରୋଧୀ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ନେତାମାନେ ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ବୋଲି…

ସାତକୋଶିଆ ଇକୋ-ରିଟ୍ରିଟ୍ ଉଦଘାଟନ ଆଜି

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ସାତକୋଶିଆରେ ଇକୋ-ରିଟ୍ରିଟକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ଉଦଘାଟନ କରିବେ । ଏହି ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

ପୂର୍ବାହ୍ନରେ କେନ୍ଦ୍ର କ୍ୟାବିନେଟ

ନୂଆଦିଲ୍ଲୀ, ୯ା୧୨: ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ବସିବ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,…

୨୪ ଘଣ୍ଟାରେ କରୋନାରେ ୪୦୨ ମୃତ

ନୂଆଦିଲ୍ଲୀ, ୯ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୩୨ ହଜାର ୮୦ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୧ ହଜାର ୩୬୦ରେ ପହଞ୍ଚିଥିବା ବେଳେ…

ଓଡ଼ିଶା ନମ୍ବର ୱାନ୍

ନୂଆଦିଲ୍ଲୀ, ୯ା୧୨ (ଓଡିଶା ଭାସ୍କର): ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ-୨୦୨୦ରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି । ତେବେ ଓଡ଼ିଶା ୫୬.୮୬ ପଏଣ୍ଟ ହାସଲ କରିଥିବା ଜଣାଯାଇଛି । ଦ୍ୱିତୀୟରେ ମହାରାଷ୍ଟ୍ର ଓ ତୃତୀୟରେ…

ରାଶିଫଳ (ବୁଧବାର, ୯ ଡିସେମ୍ବର ୨୦୨୦ )

ମେଷ - ଆଜି ନିଜ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ମନେ ରଖନ୍ତୁ କେବଳ ଥଣ୍ଡା ମନରେ ଧର୍ଯ୍ୟ ରଖନ୍ତୁ ଆପଣଙ୍କ ପରିସ୍ଥିତିକୁ…

୧୦ ଟଙ୍କାରେ ମିଳୁଛି ସୁନ୍ଦରୀ ଗର୍ଲଫ୍ରେଣ୍ଡ

ଜୀବନରେ ଏକୁଟିଆପଣ ସବୁବେଳେ ବ୍ୟସ୍ତ କରିଥାଏ । ଯଦି ଆପଣଙ୍କୁ ଭଡାରେ ପ୍ରେମିକା ମିଳନ୍ତି, ତେବେ ଆପଣ ଆଉ ଖାଲି ଅନୁଭବ କରିବେ କି? କିନ୍ତୁ ଆପଣ ଭାବୁଥିବେ କି, ପ୍ରେମିକା ତ କୌଣସି ଜିନିଷ ନୁହେଁ ଯେ ଏପରି ମିଳିଯିବ ।…

ଭିକ୍ଷୁକମୁକ୍ତ ହେବ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର,୮ ।୧୨(ଓଡିଶା ଭାସ୍କର): ଖୁବଶୀଘ୍ର ପୁରୀ ଭଳି ଭିକ୍ଷୁକମୁକ୍ତ ହେବ ଏକାମ୍ର କ୍ଷେତ୍ର । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖର ନିରାଶ୍ରୟଙ୍କୁ ଥଇଥାନ କରାଯିବ । ଏକାମ୍ର ଯୋଜନାରେ ବିଏମସି ଓ ବିଡିଏ ପକ୍ଷରୁ…