ପଦ୍ମ ଧରିଲେ ‘ରାମ’

ନୂଆଦିଲ୍ଲୀ,୧୮ ।୩: ଦିଲ୍ଲୀରେ ପଦ୍ମ ଶିବିରରେ ସାମିଲ ହେଲେ ରାମ ଭକ୍ତ ବା ଅଭିନେତା ଅରୁଣ ଗୋଭିଲ । ଲୋକପ୍ରିୟ ସିରିଏଲ ରାମାୟଣରେ ‘ରାମ’ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିଣିଥିଲେ ଅରୁଣ । ଦିଲ୍ଲୀ ବିଜେପି…

ବଚନସୁଧା ହତ୍ୟା: ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଦୋଷୀ ଦୀପ୍ତିରଞ୍ଜନ ପଟ୍ଟନାୟକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି ହୋଇଛି । ଦୋଷୀ ପାଇଁ ଦଣ୍ଡ ଘୋଷଣା…

ଜମି ବିକ୍ରିକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ପୁରୀ,୧୮ ।୩(ଓଡିଶା ଭାସ୍କର): ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଖବରକୁ ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଜମି ବିକ୍ରି ଯୋଜନା ଖବର ତଥ୍ୟହୀନ, ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି…

ସାବଧାନ୍! କାଲିଠୁ ୨ ଦିନ ବର୍ଷା ସହ ବଜ୍ରପାତ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ୨ ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । କାଲି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଭାଗ । ସେହି ୮…

ଆନ୍ଧ୍ର-ଓଡିଶା ସୀମା ବିବାଦର ଆପୋସ ସମାଧାନ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କୋରାପୁଟ ପଟାଙ୍ଗୀରେ ଆନ୍ଧ୍ରପ୍ରଦେଶ-ଓଡିଶା ସୀମା ବିବାଦର ଆପୋସ ସମାଧାନ ହୋଇଛି । ସରକାରୀ ସୀମାରେ ପଥର ପୋତି ସୀମା ନିଦ୍ଧାରଣ କରିଛନ୍ତି ଲୋକେ । ସମ୍ବାଇ ପଞ୍ଚାୟତରେ ଏକାଧିକ…

ଆକାଶ ପାଠକ ମାମଲା: ଏପ୍ରିଲ ୧୬ରେ ଶୁଣାଣି

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ହାଇକୋର୍ଟରେ ଆକାଶ ପାଠକଙ୍କ ଅଧିକାର କ୍ଷୁଣ୍ଣ ମାମଲାରେ ଓକିଲଙ୍କ ସହ ମୁଲାକାତ ପାଇଁ ଅନ୍ତରୀଣ ଅନୁମତି ଦେଇଛନ୍ତି କୋର୍ଟ । ଗୁରୁତ୍ୱ ଦୃଷ୍ଟିରୁ ବିସ୍ତୃତ ଶୁଣାଣି ପାଇଁ ମାମଲାକୁ…