୭୦୦ କୋଟି ଟଙ୍କାରେ ନିର୍ମାଣ ହେବ UAEର ପ୍ରଥମ ହିନ୍ଦୁ ମନ୍ଦିର: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ
ନୂଆଦିଲ୍ଲୀ: ୟୁନାଇଟେଡ଼ ଆରବ ଏମିରେଟ୍ସ (ୟୁଏଇ) ର ଆବୁଧାବିରେ ନିର୍ମାଣ ହେଉଛି ଏକ ଚମତ୍କାର କଳାକୃତି । ତେବେ ଏହା କୌଣସି ସାଧାରଣ କୋଠା କିମ୍ବା ଭବନ ନୁହେଁ ଯାହା ପର୍ୟ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ତିଆରି…