ବିବାହ ବନ୍ଧନ ରେ ବାନ୍ଧି ହେଲେ ପ୍ରସିଦ୍ଧ କୋରିଓଗ୍ରାଫର ପୁନିତ ପାଠକ

ପ୍ରସିଦ୍ଧ କୋରିଓଗ୍ରାଫର , ଡ୍ୟାନ୍ସର ଏବଂ ରିଆଲିଟି ସୋ ବିଚାରକ ପୁନିତ ପାଠକ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି ।ସେ ନିଜ ଗର୍ଲଫ୍ରେଣ୍ଡ ନିଧି ସିଂଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଏବଂ ଭିଡିଓ ଏବେ…

ଦୁର୍ଘଟଣାରେ ଜଣେ ମୃତ, ଜଳିଗଲା କାର୍

ଜଗତସିଂହପୁର, ୧୩ା୧୨ (ଓଡିଶା ଭାସ୍କର): ଜଗତସିଂହପୁର ଜିଲ୍ଲା କଟକ-ପାରାଦୀପ ରାସ୍ତାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ କାରଟି ସମ୍ପୂର୍ଣ୍ଣ ଭାବେ ଭସ୍ମ…

ଖୁସି ଖବର :ଜାନୁଆରୀରୁ ଟିକାକରଣ ଆରମ୍ଭ, ଅକ୍ଟୋବର ସୁଦ୍ଧା ସମସ୍ତ ଭାରତୀୟଙ୍କୁ ଟୀକା

ନୂଆଦିଲ୍ଲୀ, ୧୩ା୧୨: ଦେଶରେ ଜାନୁଆରୀରୁ କରୋନା ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି । ୧୦ ମାସ ମଧ୍ୟରେ ସମସ୍ତଙ୍କୁ ଟିକା ଦିଆଯିବ । ଏନେଇ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦର…

କୃଷକଙ୍କୁ ସମର୍ଥନ କରି ପଂଜାବ ପୋଲିସ ଡିଆଇଜି ଙ୍କ ଇସ୍ତଫା

ପଞ୍ଜାବ ,୧୩ା୧୨ (ଓଡିଶା ଭାସ୍କର) ରାଜଧାନୀ ଦିଲ୍ଲୀ ରେ ହେଉଥିବା କୃଷକ ମାନଙ୍କ ଆନ୍ଦୋଳନ କମିବାର ନାମ ନେଉନାହିଁ କୃଷକଙ୍କୁ ସମର୍ଥନ ଜଣାଇ ବହୁ ବରିଷ୍ଠ ରାଜନେତା, ଖେଳାଳୀ ଓ ବୈଜ୍ଞାନିକ ମାନେ ସରକାରଙ୍କ ଦ୍ୱାରା…

ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକଲେ ବିଧାୟକ

ପୁରୀ, ୧୩ା୧୨ (ଓଡିଶା ଭାସ୍କର): ପୁରୀ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଜୟନ୍ତ କହିଛନ୍ତି ଯେ, ପୋଷ୍ଟମର୍ଟମ ରିପୋର୍ଟରୁ ରମେଶଙ୍କୁ ମାରି ଦିଆଯାଇଥିବା ସ୍ପଷ୍ଟ ହୋଇଛି ।…

ଜାଣନ୍ତୁ, ଆପଣଙ୍କ କେଉଁ ଗୁଣ ଯୁବତୀଙ୍କୁ ଅଧିକ ଆକର୍ଷୀତ କରିଥାଏ

ଆପଣଙ୍କୁ ଏପରି କିଛି ଟିପ୍ସ ସମ୍ପର୍କରେ କହିବୁ ଯାହାକୁ ଯୁବତୀମାନେ ବେଶ୍ ପସନ୍ଦ କରନ୍ତି । ଏହାଫଳରେ ଆପଣ ଯୁବତୀଙ୍କୁ ନିଜ ଭଲପାଇବା ସମ୍ପର୍କରେ ସୂଚନା ଦେବା ସହ ନିଜ ଆଡ଼କୁ ଆକର୍ଷିତ କରିପାରିବେ । ଯୁବତୀଙ୍କୁ…

ଟ୍ରାଫିକ୍ ଚେକିଂ: ବିନା ହେଲମେଟଧାରୀଙ୍କୁ ଫାଇନ୍

ଭୁବନେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): ଆଜି ସକାଳୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଚେକିଂ କରାଯାଇଥିଲା । ଏହି ଚେକିଂରେ ଅନେକ ଗାଡ଼ି ଚାଳକ ଧରା ପଡ଼ି ଫାଇନ୍ ଦେଇଥିବା ଜଣାଯାଇଛି । ସୂଚନା ଅନୁସାରେ…

ବ୍ରହ୍ମଗିରିରେ ଅଗ୍ନିକାଣ୍ଡ: ଜଣେ ଗୁରୁତର

ବ୍ରହ୍ମଗିରି, ୧୩ା୧୨ (ଓଡିଶା ଭାସ୍କର): ବ୍ରହ୍ମଗିରିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛି । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲକୁ ପଠାଯାଇଥିବା ଜଣାପଡ଼ିଛି । ଖବରରୁ…