ସାପ ନେଉଛି ପ୍ରତିଶୋଧ, ସବୁ ବର୍ଷ ଅମାବାସ୍ୟା ରାତିରେ କାମୁଡୁଛି ଏହି ଯୁବକ ଙ୍କୁ ହେଲେ ନେଉନି ଜୀବନ
ସାପର ପ୍ରତିଶୋଧ ନେବା ଆପଣଙ୍କୁ ଗୋଟେ ଟେଲିଭିଜନ ଅଥବା ଫିଲ୍ମ ର କାହାଣୀ ବଳି ଲାଗୁଥାଇ ପରେ | ମାତ୍ର ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ଅନ୍ତର୍ଗତ କୁମାରା ଗୁଣ୍ଟା ଗ୍ରାମରେ ରହୁଥିବା…