ଶୁଣାଣିରେ ବିଳମ୍ବ କରିବାକୁ ଚାହୁଁଛନ୍ତି କି! ଜାଣନ୍ତୁ କୋର୍ଟଙ୍କ ଏପରି ପ୍ରଶ୍ନର କି’ ଉତ୍ତର ଦେଲେ ମନୀଷ ସିସୋଦିଆ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଆଜି ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ଏହି ମାମଲାର…