ମିସ୍ ୟୁନିଭର୍ସ ସଂଗଠନର ବଡ଼ ଘୋଷଣା: ସୁନ୍ଦରୀ ପ୍ରତିଯୋଗିତାରେ କମାଲ ଦେଖାଇବେ ତୃତୀୟ ଲିଙ୍ଗୀ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରତି କ୍ଷେତ୍ରରେ ତୃତୀୟ ଲିଙ୍ଗୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରିବାରେ ବେଶ ଆଗୁଆ । ଏପରିକି ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ସାମ୍ନାକୁ ଆଣିବା ତଥା ସେମାନଙ୍କୁ ଆଗଧାଡ଼ିକୁ…