BIG NEWS; ଆକାଶରେ ଆଜି ବିରଳ ଘଟଣା; ଚନ୍ଦ୍ର ପଛରେ ଅଦୃଶ୍ୟ ହୋଇଯିବ ପୃଥିବୀର ନିକଟତମ ଗ୍ରହ
ଓଡିଶା ଭାସ୍କର; ଆକାଶରେ ଆଜି ଏକ ବିରଳ ଓ ଚତ୍ମକାର ଘଟଣା ଘଟିବାକୁ ଯାଉଛି । ରାତିରେ କିଛି ସମୟ ପାଇଁ ଆକାଶର ଏକ ଉଜ୍ଜ୍ୱଳ ଗ୍ରହକୁ ଆପଣ ଦେଖିପାରିବେ ନାହିଁ। ପୃଥିବୀର ନିକଟତମ ଗ୍ରହ ଚନ୍ଦ୍ର ପଛରେ ଅଦୃଶ୍ୟ ହୋଇଯିବ।…