ସ୍ୱପ୍ନରୁ ମିଳିପାରେ ଧନହାନୀ ହେବାର ସଂକେତ: ପ୍ରତିକାର ପାଇଁ ତୁରନ୍ତ କରିନିଅନ୍ତୁ ଉପାୟ
ଧର୍ମରୁ ଆରମ୍ଭ କରି ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ର ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ସ୍ୱପ୍ନ ଅନେକ ଗୁରୁତ୍ୱ ବହନ କରେ । ଏପରିକି ସ୍ୱପ୍ନକୁ ନେଇ ସ୍ୱପ୍ନ ଶାସ୍ତ୍ର ମଧ୍ୟ ଲେଖାଯାଇଛି । ତେବେ ରାତ୍ରିର ବିଭିନ୍ନ…