୮ ମାସର ଗର୍ଭବତୀ ବୋହୂର ମୁଣ୍ଡରେ ଆଘାତ ଦେଲା ଶାଶୁ , ମୃତ୍ୟୁ ପରେ ସାରା ଅଞ୍ଚଳରେ ଉତ୍ତେଜନା
ସାହାରନପୁର : ସାମାନ୍ୟ ବିବାଦକୁ ନେଇ ସାହାରନପୁରରେ ଏକ ଘଟଣା ଘଟିଟିଛି । ଏହାରେ ଗର୍ଭବତୀ ଥିବା ବୋହୁକୁ ଶାଶୁ ଶିଳପୁଆରେ ଆକ୍ରମଣ କରିବାରୁ ବୋହୂର ମୃତ୍ୟୁ ହୋଇଛି । ପୋଲିସ ଶାଶୁକୁ ଗିରଫ କରିଛି । ପୋଲିସ ଅଧ୍ୟକ୍ଷ…