ହାତକଡି ପିନ୍ଧି କୋଭିଡ ହସ୍ପିଟାଲରେ ମଦ ପିଉଥିଲେ ସଂକ୍ରମିତ, ଫଟୋ ଭାଇରାଲ ପରେ ନିଆଗଲା ଏପରି ପଦକ୍ଷେପ
ଗୋଟିଏ ପଟେ ସାରା ବିଶ୍ୱ କରୋନା ମହାମାରୀ ଯୋଗୁଁ ସମସ୍ୟାରେ ଥିବା ବେଳେ ଅପରାଧୀମାନେ ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ଏହାର ଲାଭ ଉଠାଉଛନ୍ତି । ସେହିଭଳି ଏକ ଦୃଶ୍ୟ ଝାଡଖଣ୍ଡ ଧନବାଦରେ ଗୋଟିଏ କୋଭିଡ ହସ୍ପିଟାଲରେ…