ଅଭିନେତା ସୁଶାନ୍ତଙ୍କ ପୋଷ୍ଟମୋର୍ଟମ ରିପୋର୍ଟରେ ନାହିଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ମୁମ୍ବାଇ,୨ ।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରକୁ ଯିବାରେ ଲାଗିଛି । ଗୋଟିଏ ପଟେ ମୁମ୍ବାଇ ପୋଲିସ ଚଲାଇଥିବା ତଦନ୍ତକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ଅନ୍ୟପଟେ ତାଙ୍କ…