ନେହା କକ୍କରଙ୍କ ବଡ ବୟାନ୍, କହିଲେ-‘ମୁଁ ନମ୍ବର ୱାନ ବୋଲି ଲୋକେ ଇର୍ଷା କରୁଛନ୍ତି’
ବଲିଉଡର ମସହୂର ଗାୟିକା ନେହା କକ୍କର ସବୁବେଳେ କିଛି ନା କିଛି ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ତାଙ୍କ ଗୀତ ଲୋକମାନଙ୍କୁ ଝୁମିବାରେ ବାଧ୍ୟ କରାଇଥାଏ । ନିକଟରେ ନେହାଙ୍କ ନୂଆ ଗୀତ ରିଲିଜ ହୋଇଛି,…