ଅନୁପଙ୍କ ନାମରେ ଠୋସ୍ ପ୍ରମାଣ ପାଇଲା ପୋଲିସ

ଝାରସୁଗୁଡା,୧୪ ।୨(ଓଡିଶା ଭାସ୍କର): ୨୦୧୬ରେ ହୋଇଥିବା ଏକ ହତ୍ୟା ମାମଲାରେ ପୂର୍ବତନ ବିଜେଡି ନେତା ଅନୁପ ସାଏଙ୍କ ବିରୋଧରେ ପୋଲିସକୁ ଆଜି ଠୋସ୍ ପ୍ରମାଣ ମିଳିଛି । ଛତିଶଗଡ ପୋଲିସଙ୍କ ସୂଚନା ଅନୁସାରେ ଅନୁପ ହେଉଛନ୍ତି…

ଗୃହରେ ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୧୪ ।୨(ଓଡିଶା ଭାସ୍କର): ୨୦୨୦ ପାଇଁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଗୃହରେ ଦିବଙ୍ଗତ ସଦସ୍ୟ ଓ ସହିଦ ବିୟୋଗରେ ଶ୍ରଦ୍ଧାଞ୍ଜଳି ଦେବା ସହ ପ୍ରଥମ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ ।…

୫% ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୧୪ ।୨(ଓଡିଶା ଭାସ୍କର): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ କର୍ମଚାରୀଙ୍କ ପାଇଁ ୫% ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର । ଏହା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ…

୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା

ଢେଙ୍କାନାଳ,୧୪ ।୨(ଓଡିଶା ଭାସ୍କର): ନାଗରିକ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ହୋଇଛି ଏହି ବନ୍ଦ ପାଳନ । ଏହି ବନ୍ଦ…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ

ଭୁବନେଶ୍ୱର, ୧୩/୨( ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ । ନବୀନ ନିବାସରେ ପହଁଚି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାପୂର୍ବରୁ ବିଭିନ୍ନ…