Breaking News ବାତିଲ ହେଲା ଗଜପତି ଉତ୍ସବ-୨୦୧୯ Odisha Bhaskar Bureau Jan 10, 2020 ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହେବାକୁ ଥିବା ଗଜପତି ଉତ୍ସବ-୨୦୧୯ ବାତିଲ ହୋଇଥିବା ସୂଚନା ମିଳିଛି । ପାରଳା ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଶାସନ ଏହିପରି ନିଷ୍ପତ୍ତି ନେଇଛି । ଆଜି…
Breaking News କୋରାପୁଟ ଡିଇଓ ପ୍ରମୋଦଙ୍କୁ ଗିରଫ Odisha Bhaskar Bureau Jan 10, 2020 କଟକ,୧୦ ।୧(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ବା ଡିଇଓ ପ୍ରମୋଦ ପଣ୍ଡା ଆଜି କଟକରୁ ଗିରଫ ହୋଇଛନ୍ତି । କୋରାପୁଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଡିଇଓଙ୍କୁ ଗିରଫ କରିଛି । ତେବେ ଡିଇଓଙ୍କ ବାସଭବନରେ…
Breaking News ଘୁଞ୍ଚିଲା ପଳାତକ ମାଲ୍ୟା ମାମଲାର ଶୁଣାଣି Odisha Bhaskar Bureau Jan 10, 2020 ନୂଆଦିଲ୍ଲୀ,୧୦ ।୧: ସୁପ୍ରିମକୋର୍ଟରେ ଘୁଞ୍ଚିଲାପଳାତକ ବିଜୟ ମାଲ୍ୟା ମାମଲାର ଶୁଣାଣି । ସମ୍ପର୍କୀୟମାନଙ୍କ ସମ୍ପତ୍ତି ଜବତ ନକରିବାକୁ ମାଲ୍ୟା ଆବେଦନ କରିଥିଲେ । ମାଲ୍ୟାଙ୍କ ବିରୋଧରେ ଇଡିର ମାମଲା ନେଇ ନିର୍ଦ୍ଦେଶ…
Breaking News ୨୨ରେ ହେବ ସିଏଏ ଶୁଣାଣି Odisha Bhaskar Bureau Jan 10, 2020 ନୂଆଦିଲ୍ଲୀ,୧୦ ।୧: ଜାନୁଆରୀ ୨୨ରେ ନାଗରିକତା ସଂଶୋଧନ ଆଇନ ବା ସିଏଏ ସମ୍ପର୍କିତ ସବୁ ମାମଲାର ଶୁଣାଣି ହେବ । କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଦେଶର ସବୁ ସିଏଏ ମାମଲା…
Breaking News ଚନ୍ଦ୍ରଗ୍ରହଣ ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ Odisha Bhaskar Bureau Jan 10, 2020 ଦେବାଭିଷେକ ପୂର୍ଣ୍ଣିମାରେ ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଆଜି ରାତି ୧୦ଟା ୩୭ମିନିଟରୁ ଆରମ୍ଭ ହୋଇ ୨ଟା ୪୨ ପର୍ଯ୍ୟନ୍ତ ରହିବ ଏହି ଚନ୍ଦ୍ରଗ୍ରହଣ । ଏହା ପୂର୍ଣ୍ଣଗ୍ରହଣ ନହୋଇ ଉପଛାୟା…
Breaking News ମାର୍ଚ୍ଚ ୪ରେ ବଂଶଧାରା ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ସୁପ୍ରିମକୋର୍ଟ Odisha Bhaskar Bureau Jan 10, 2020 ନୂଆଦିଲ୍ଲୀ, ୧୦ା୧ : ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦକୁ ନେଇ ମାମଲା ହୋଇଥିଲା । ଆଜି ସୁପ୍ରିମକୋର୍ଟରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ପକ୍ଷ ରଖିବାକୁ ସମୟ ମାଗିଛନ୍ତି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ…
Breaking News କେନ୍ଦ୍ରର ନୂଆ ସାମରିକ ବ୍ୟାପାର ବିଭାଗର ମୁଖ୍ୟ ହେବେ ବିପିନ ରାୱତ Odisha Bhaskar Bureau Jan 10, 2020 ନୂଆଦିଲ୍ଲୀ, ୧୦ା୧: କେନ୍ଦ୍ରର ନୂଆ ସାମରିକ ବ୍ୟାପାର ବିଭାଗର ରୂପରେଖ ଆଜି ସ୍ପଷ୍ଟ ହୋଇଛି । ସେହି ବିଭାଗର ମୁଖ୍ୟ ଭାବେ ରହିବେ ନୂଆ ସିଡ଼ିଏସ ଜେନେରାଲ ବିପିନ ରାୱତ । ସିଡ଼ିଏସଙ୍କ ଅଧୀନରେ ୨ଜଣ ଯୁଗ୍ମ ସଚିବ ପାହ୍ୟାର…
Breaking News ଜାମ୍ମୁକାଶ୍ମୀର ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ Odisha Bhaskar Bureau Jan 10, 2020 ନୂଆଦିଲ୍ଲୀ, ୧୦ା୧: ଜାମ୍ମୁକାଶ୍ମୀର ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ୭ଦିନ ପରେ ୧୪୪ଧାରାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର ୧୪୪ଧାରା…
Breaking News ଗୁଳିକରି ୬ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ Odisha Bhaskar Bureau Jan 10, 2020 କଳାହାଣ୍ଡି,୧୦ା୧(ଓଡ଼ିଶା ଭାସ୍କର): କଳାହାଣ୍ଡି ଜୁନାଗଡ଼ରେ ବଡ଼ ଧରଣର ଲୁଟ ହୋଇଥିବା ସୂଚନା ମିଳିଛି । ସେଠାରେ ଭବାନୀପାଟଣାରେ ଥିବା ଏଚଡ଼ିଏଫସି ବ୍ୟାଙ୍କରୁ ବାପ ପୁଅ ମିସି ଟଙ୍କା ନେଇ ଆସୁଥିବା ବେଳେ ଦୁର୍ବୃତ୍ତ ଗୁଳି…
Breaking News ଜିଲ୍ଲାପାଳଙ୍କ ଗିରଫ ଦାବିରେ ମାଲକାନଗିରି ବନ୍ଦ ପାଳନ Odisha Bhaskar Bureau Jan 10, 2020 ମାଲକାନଗିରି, ୧୦ା୧(ଓଡ଼ିଶା ଭାସ୍କର): କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ପାଳନ କରାଯାଇଛି । ଜିଲ୍ଲାପାଳଙ୍କ ଗିରଫ ଦାବିରେ ମାଲକାନଗିରିରେ ବନ୍ଦ ପାଳନ କରାଯାଇଛି । ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଓ ବିଭିନ୍ନ…