ସଫା ହେଲେ ସଇତାନ୍, ହାଇଦ୍ରାବାଦ ଗଣଦୁଷ୍କର୍ମର ୪ ଅପରାଧୀଙ୍କୁ ପୋଲିସର ଏନକାଉଣ୍ଟର
ନୂଆଦିଲ୍ଲୀ,୬ ।୧୨: ସଇତାନଙ୍କୁ ମିଳିଲା ଉଚିତ୍ ଶିକ୍ଷା । ହାଇଦ୍ରାବାଦର ମହିଳା ଡାକ୍ତର ଦିଶାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ । ଅଭିଯୁକ୍ତମାନେ ଖସି…