Breaking News ଆସନ୍ତାକାଲି ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ Odisha Bhaskar Bureau Nov 26, 2019 ମୁମ୍ବାଇ,୨୬ ।୧୧: ମହାରାଷ୍ଟ୍ର ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଫ୍ଲୋର ଟେଷ୍ଟ । ସନ୍ଧ୍ୟା ୫ଟା ପୂର୍ବରୁ ବହୁମତ ପରୀକ୍ଷା ଦେବେ ବିଭିନ୍ନ…
Breaking News ମହାରାଷ୍ଟ୍ର ପ୍ରସଙ୍ଗ: ପୁଣି ସୁପ୍ରିମକୋର୍ଟ ଗଲେ ୩ ଦଳ Odisha Bhaskar Bureau Nov 26, 2019 ନୂଆଦିଲ୍ଲୀ,୨୬ ।୧୧: ମହାରାଷ୍ଟ୍ର ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିବସେନା, କଂଗ୍ରେସ ଓ ଏନସିପି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଫଡ଼ନାଭିସ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ…
Breaking News ବ୍ରହ୍ମପୁରରୁ ବସ୍ ଚଳାଚଳ ବନ୍ଦ Odisha Bhaskar Bureau Nov 26, 2019 ବ୍ରହ୍ମପୁର,୨୬ ।୧୧(ଓଡିଶା ଭାସ୍କର): ବ୍ରହ୍ମପୁରରୁ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ହୋଇଛି । ମରାମତି ଓ ନବୀକରଣ ପାଇଁ ସିଟି ବସଷ୍ଟାଣ୍ଡକୁ ୨ ମାସ ପର୍ଯ୍ୟନ୍ତ ବନ୍ଦ ରଖିଲା ପ୍ରଶାସନ । ମରାମତି ଶେଷ ପର୍ଯ୍ୟନ୍ତ…
Breaking News ହୋଟେଲରେ ଶିବସେନା-ଏନସିପି-କଂଗ୍ରେସ ବିଧାୟକଙ୍କ ପରେଡ଼ Odisha Bhaskar Bureau Nov 25, 2019 ମହାରାଷ୍ଟ୍ର,୨୫ା୧୧: ମହାରାଷ୍ଟ୍ର ରାଜନୀତିର ଆଉ ଏକ ରୋଚକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ଶିବସେନା-ଏନସିପି-କଂଗ୍ରେସ ଦଳ ବିଧାୟକ ମିଶି ପରେଡ଼ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମୁମ୍ବାଇର ହୟାତ ହୋଟେଲରେ ବିଧାୟକ…
Breaking News ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା, ୨୯ରେ ଜାମିନ ଆବେଦନର ଶୁଣାଣି Odisha Bhaskar Bureau Nov 25, 2019 ଜଗତସିଂହପୁର,୨୫ା୧୧(ଓଡ଼ିଶା ଭାସ୍କର): ଜଗତସିଂହପୁର ହରିଦାସପୁରରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ଘଟିଥିଲା । ଆସନ୍ତା ୨୯ରେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କର ଜାମିନ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି । ଏହାର…
Breaking News ମନୋଜ ଛାବ୍ରା ହେଲେ ସ୍ୱତନ୍ତ୍ର ଜେଲ୍ ମହାନିର୍ଦ୍ଦେଶକ Odisha Bhaskar Bureau Nov 25, 2019 ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ସ୍ପେଶାଲ ଜେଲ୍ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମନୋଜ ଛାବ୍ରାଙ୍କୁ ଦିଆଯାଇଛି । ମନୋଜ ଛାବ୍ରା ହେଉଛନ୍ତି ୧୯୮୮ ବ୍ୟାଚ ଆଇପିଏସ । ଏବେ ମନୋଜ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସର…
Breaking News ବ୍ୟାପମ୍ ଦୁର୍ନୀତି ମାମଲାରେ ୩୧ଜଣଙ୍କୁ ଜେଲ୍ Odisha Bhaskar Bureau Nov 25, 2019 ମଧ୍ୟପ୍ରଦେଶ,୨୫ା୧୧: ମଧ୍ୟପ୍ରଦେଶର ପୋଲିସ କନେଷ୍ଟବଳ ନିଯୁକ୍ତି ଦୁର୍ନତି ଭଳି ଘଟଣା ଘଟିଥିଲା । ୨୦୧୩ ବ୍ୟାପମ୍ ଦୁର୍ନୀତି ମାମଲାରେ ୩୧ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି କୋର୍ଟ । ସେମାନଙ୍କୁ ଜେଲ ଦଣ୍ଡାଦେଶ…
Breaking News ଲୋକସଭାରେ ଆଗତ ହେଲା ୪ ଗୁରୁତ୍ୱପୂର୍ଣ୍ଣ ବିଲ୍ Odisha Bhaskar Bureau Nov 25, 2019 ନୂଆଦିଲ୍ଲୀ,୨୫ା୧୧: ଆଜି ଲୋକସଭାରେ ଆଗତ ହୋଇଛି ୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ । ଟିକସ ଆଇନ ସଂଶୋଧନ ବିଲ୍, ଏସପିଜି ସଂଶୋଧନ ବିଲ୍ ଆଗତ ହୋଇଛି । ଅନ୍ତର୍ଜାତୀୟ ବିତ୍ତୀୟ ସେବା କେନ୍ଦ୍ର ପ୍ରାଧିକରଣ ବିଲ୍ ମଧ୍ୟ ଆଗତ…
Breaking News ସଂସଦରୁ ୨ କଂଗ୍ରେସ ସାଂସଦ ନିଲମ୍ବିତ Odisha Bhaskar Bureau Nov 25, 2019 ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ଲୋକସଭାରେ ପହଞ୍ଚିଛି । ବିଜେପିର କ୍ଷମତା ଦାଖଲ କରିଥିବା ଘଟଣାକୁ ବିରୋଧ କରି ଲୋକସଭାରେ ପୋଷ୍ଟର ସହ ହୋହାଲ୍ଲା କରୁଥିବା କେରଳର ଦୁଇ କଂଗ୍ରେସ ସାଂସଦଙ୍କୁ…
Breaking News ଖରିଫ ଧାନ ସଂଗ୍ରହକୁ ନେଇ ବିବୃତି ରଖିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ Odisha Bhaskar Bureau Nov 25, 2019 ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ଖରିଫ ଧାନ ସଂଗ୍ରହକୁ ନେଇ ଗୃହରେ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ୮ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେହି…