ରାତି ପାହିଲେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ

ଓଡିଶା ଭାସ୍କର; ରାତି ପାହିଲେ ଦେଶ ପାଳନ କରିବ ତାର ୭୭ ତମ ସ୍ୱାଧୀନତା ଦିବସ । ଯାହାକୁ ନେଇ ଏବେ ସାରା ଦେଶବାସୀ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । କାଲି ସକାଳର ନୂଆ ସୁରୁଜରେ ଭାରତ ମାତା ଫରଫର କରି…

ସ୍ୱତନ୍ତ୍ରତା ଦିବସ ପୁର୍ବରୁ ମୋଦୀଙ୍କୁ ଟାର୍ଗେଟ୍ କଲେ ମମତା, କହିଲେ ଏହା ହେବ ଶେଷ ଲାଲକିଲ୍ଲା ଭାଷଣ

ନୂଆଦିଲ୍ଲୀ: ସ୍ୱତନ୍ତ୍ରତା ଦିବସ ପୁର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୁଳ କଂଗ୍ରେସ(ଟିଏମ୍‌ସି) ସଭାପତି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ଟିଏମ୍‌ସି ପକ୍ଷରୁ…

ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନି ମହିଳା କହିଲେ ପାକିସ୍ତାନ ମୁର୍ଦ୍ଦାବାଦ, ହିନ୍ଦୁସ୍ଥାନ ଜିନ୍ଦାବାଦ

ଓଡିଶା ଭାସ୍କର; ପାକିସ୍ତାନ ମୁର୍ଦ୍ଦାବାଦ ହେ, ମୁର୍ଦ୍ଦାବାଦ ଥା ଔର ମୁର୍ଦ୍ଦାବାଦ ରହେଗା । ତ୍ରିରଙ୍ଗା ସାଢ଼ି ପିନ୍ଧିବା ସହ ମୁଣ୍ଡରେ ବାନ୍ଧିଛନ୍ତି ‘ଜୟ ମାତାଦି’ ର କପଡ଼ା । ବନ୍ଦେ ମାତରମ୍ ବ୍ୟତୀତ ମୋଦୀ ସରକାର ଓ…

ପ୍ରଧାନ ବିଚାରପତିଙ୍କ ନାଁରେ ଭାଇରାଲ ହେଲା ମିଥ୍ୟା ଖବର, ପୋଲିସ ରୁଜୁ କଲା ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ପ୍ରଧାନ ବିଚାରପତିଙ୍କ ନାମରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମିଥ୍ୟା ଖବରକୁ ଖଣ୍ଡନ କରିଛି। ଏହି ପୋଷ୍ଟରେ ଦେଶର ସମ୍ବିଧାନକୁ…

ଓୱେସୀଙ୍କ ଘର ଉପରକୁ ପଥରମାଡ଼, ଓୱେସୀ କହିଲେ ମୁସଲମାନମାନଙ୍କ ଘର…

ଓଡିଶା ଭାସ୍କର; ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଘର ଡ୍ରଇଙ୍ଗ୍ ରୁମ୍ କବାଟର କାଚ…

ଦେଶ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କ ସମ୍ବୋଧନ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କହିଛନ୍ତି 'ଏହା ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଓ ଶୁଭ ଅବସର ।…

‘ଜାତି-ଧର୍ମ ଏବଂ ପରିବାର ଉପରେ ଆମର ଅସଲ ପରିଚୟ ଆମେ ଭାରତୀୟ’: ସ୍ୱତନ୍ତ୍ରତା ଦିବସ ପୁର୍ବ ସନ୍ଧ୍ୟାରେ ଜାତିକୁ ସମ୍ବୋଧନ କଲେ…

ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖରେ ଭାରତ ୭୭ ସ୍ୱାଧୀନତା ଦୀବସ ପାଳନ କରିବ । ସ୍ୱତନ୍ତ୍ରତା ଦିବସର ପୁର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ସ୍ୱନ୍ତ୍ରତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ…

ଖୁସି ଖବର; DRDO ରେ ବାହାରିଲା ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଓଡିଶା ଭାସ୍କର; ନିଯୁକ୍ତି କ୍ଷେତ୍ରରେ ଏକ ଖୁସି ଖବର । ଡିଆରଡିଓରେ ବାହାରିଛି ନିଯୁକ୍ତି ଏବଂ ଆବେଦନର ତାରିଖ ମଧ୍ୟ ଘୋଷଣା ହୋଇଛି । ପ୍ରୋଜେକ୍ଟ ଇଞ୍ଜିନିୟର ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ…

‘ପିଡ଼ିତାର ପ୍ରାଇଭେଟ୍ ପାର୍ଟରେ ଆଘାତର କୌଣସି ଚିହ୍ନ ନାହିଁ, ଏହାର ଅର୍ଥ ନୁହେଁ କି ଯୌନ ନିର୍ଯ୍ୟାତନା ଦିଆଯାଇନାହିଁ’: ଦିଲ୍ଲୀ…

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ଦୁସ୍କର୍ମ ମାମଲାରେ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, 'ପିଡ଼ିତାର ପ୍ରାଇଭେଟ୍ ପାର୍ଟରେ ଆଘାତର କୌଣସି ଚିହ୍ନ ନାହିଁ, ଏହାର ଅର୍ଥ ନୁହେଁ କି ପିଡ଼ିତାଙ୍କୁ…

ପାକିସ୍ତାନରୁ ଆସିଥିବା ସୀମା ହାଇଦର ଗର୍ଭବତୀ ଅଛନ୍ତି କି? ସୀମା କହିଲେ ମୁଁ….

ଓଡିଶା ଭାସ୍କର; ପାକିସ୍ତାନରୁ ନିଜର ୪ଟି ସନ୍ତାନଙ୍କୁ ସାଥିରେ ଧରି ନିଜର ପ୍ରେମିକ ସଚିନ ପାଖକୁ ଭାରତ ଚାଲି ଆସିଥିବା ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଗତ କିଛି ଦିନ ହେବ ଏକ ଚର୍ଚ୍ଚା…