ଟ୍ରେନ୍ ଟ୍ରାଜେଡି ; ରେଳ ବିଭାଗ ପକ୍ଷରୁ ୬୮୮ଟି ପରିବାରକୁ ଦିଆଯାଇଛି ସହାୟତା ରାଶି

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତା ରାଶି ଯୋଗାଇ ଦିଆଯାଉଛି । ଶହ ଶହ ଲୋକ ମୃତ୍ୟୁବରଣ ଓ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ଜଣ ଜଣଙ୍କୁୁ କରି ସହାୟତା ରାଶି ଯୋଗାଇ…

କରମଣ୍ଡଳ ସୁପରଫାଷ୍ଟ ଦେଖିଲେ ଲୋକେ ଡରୁଛନ୍ତି ; ଦୁର୍ଘଟଣାରର ୪ ଦିନ ପରେ ଟ୍ରାକ୍ କୁ ଫେରିଛି

ଭୁବନେଶ୍ୱର : ସେଦିନ କାଳ ସାଜିଥିବା କରମଣ୍ଡଳ ଏବେ ଟ୍ରାକ୍ କୁ ଫେରିଛି । ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଟ୍ରାକ୍ରେ ଦୌଡୁଛି ସୁପରପାଷ୍ଟ କରମଣ୍ଡଳ ଏକ୍ସପ୍ରେସ୍ । କିନ୍ତୁ ଲୋକମାନେ ଡରୁଛନ୍ତି । କରମଣ୍ଡଳକୁ…

ଆଜି ଭୟଙ୍କର ରୂପ ନେଉଛି ସାଇକ୍ଲୋନ୍ ‘ବିପର୍ଯ୍ୟୟ’ , ଆଉ ମାତ୍ର ୬ ଘଣ୍ଟା ପରେ ତାଣ୍ଡବ ରଚିବ – ଆଲର୍ଟ ଜାରି କଲା ଆଇଏମଡି

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଦ୍ରୁତ ଗତିରେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ମାଡି ଆସୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି। ପାଣିପାଗ…

ବୋଲେରୋ ଧକ୍କାରେ ରାସ୍ତାରେ ଉଡିକି ପଡିଲେ କୋଚିଂ ସେଣ୍ଟର ଯାଉଥିବା ଛାତ୍ରୀ , କ୍ୟାମେରାରେ କଏଦ ହୋଇଛି ଛାତିଥରା ଦୁର୍ଘଟଣାର ଦୃଶ୍ୟ

ପାଟନା: ଗୋଟିଏ କି ଦୁଇଟି ନୁହେଁ, କ୍ରମାଗତ ଭାବରେ ୭ ଜଣ ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଇଛି ଗୋଟିଏ ବୋଲେରୋ । ଛାତ୍ରୀମାନେ କୋଚିଂ ସେଣ୍ଟର ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଦ୍ରୁତ ଗତିରେ ଆସି ବୋଲେରୋଟି ସେମାନଙ୍କୁ…

ଜାତିସଂଘ ସୁରକ୍ଷା ପରିଷଦକୁ ନିର୍ବାଚିତ ହେଲେ ଏହି ପାଞ୍ଚଟି ଦେଶ

ନ୍ୟୁୟର୍କ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପରିବର୍ତ୍ତନ ଆଣିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଦୀର୍ଘ ଦିନର ଦାବି ଏବେ ପୂରଣ ହୋଇଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଭାବେ…

ରାଶିଫଳ(ବୁଧବାର,୦୭ ଜୁନ,୨୦୨୩)

ମେଷ - ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ, ପିଲାମାନେ ମହିଳାମାନେ ଆଶା ଠାରୁ ଅଧିକ ଖୁସିରେ ରହିବେ, ମନମୁତାବକ ଆୟ କରିବାର ସୁଯୋଗ ସୃଷ୍ଟି ହେବ, ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ…

ଟିମ୍ ଇଣ୍ଡିଆ ବିରୁଦ୍ଧରେ ଷଡଯନ୍ତ୍ର! WTC ଫାଇନାଲ ପାଇଁ ପ୍ରସ୍ତୁତ ହେଲା ବିପଜ୍ଜନକ ପିଚ୍; ମ୍ୟାଚ୍ ପୂର୍ବରୁ ସୂଚନା ଦେଲେ କ୍ୟୁରେଟର

ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ଟିମ୍ ଇଣ୍ଡିଆ…

ବିୟର ଗ୍ରିଲ୍ସଙ୍କ ପ୍ରସିଦ୍ଧ Man Vs Wild ସୋ’ରେ ନଜର ଆସିବେ ବିରାଟ କୋହଲି, ଜାଣନ୍ତୁ ପୁରା ଖବର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଓଭାଲରେ ହେବାକୁ ଥିବା ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ, ଏହି ମ୍ୟାଚ ପୂର୍ବରୁ ସେ ଏକ ଭିନ୍ନ କାରଣ ପାଇଁ…

ରାମ ମନ୍ଦିର ଉପରେ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ସାମ୍ ପିଟ୍ରୋଡା: କହିଲେ-‘ମନ୍ଦିରଗୁଡିକ ଚାକିରି ସୃଷ୍ଟି କରିବେ ନାହିଁ’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତା ସାମ ପିଟ୍ରୋଡା ରାମ ଏବଂ ହନୁମାନଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ। ଆମେରିକାରେ ଏକ ଇଭେଣ୍ଟ ସମୟରେ ପିଟ୍ରୋଡା କହିଛନ୍ତି ଯେ ରାମ ମନ୍ଦିର ଏବଂ ହନୁମାନ…

ବିଜେପି ବରିଷ୍ଠ ନେତାଙ୍କ ୧୦ ଘଣ୍ଟିଆ ବୈଠକ: ବଦଳିପାରନ୍ତି ଅନେକ ରାଜ୍ୟ ସଭାପତି ଏବଂ ନିର୍ବାଚନ ରଣନୀତି ଉପରେ ଆଲୋଚନା!

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଯାହା ପରେ ଖୁବ୍ ଶୀଘ୍ର ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଏହି…