VIDEO: ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭେଟିବାକୁ ଆସିଲେ ଜୋ ବାଇଡେନ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନରେ ଯୋଗ ଦେବା ପାଇଁ ଜାପାନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଠାରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ସାକ୍ଷାତ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଦେଖା…

ଇସ୍ତଫା ଦେଲେ ପାକିସ୍ତାନର ହକି କୋଚ୍, ୧୨ ମାସ ହେଲା ମିଳିନଥିଲା ଦରମା

ନୂଆଦିଲ୍ଲୀ: ପାକିସ୍ତାନ ବର୍ତମାନ ଗମ୍ଭୀର ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ସରକାର ଋଣ ଭାରରେ ବୁଡି ରହିଥିବା ବେଳେ ଲୋକମାନେ ଦିନକୁ ମୁଠାଏ ଖାଇବା ପାଇଁ ମଧ୍ୟ ସଂଘର୍ଷ କରୁଥିବା ଖବର ସାମ୍ନାକୁ ଆସିଛି।…

ଆରମ୍ଭ ହେଲା ବିଜେପି କାର୍ଯ୍ୟକାରିଣୀ ବୈଠକ: ‘ବିଜେଡି ମୁକ୍ତ ଓଡ଼ିଶା’ ନାରା ଦେଲେ ନେତା

ଭୁବନେଶ୍ୱର: ''ବିଜେଡି ମୁକ୍ତ ଓଡ଼ିଶା ବିଜେପି ଲକ୍ଷ୍ୟ''। ଶନିବାର ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଏହି ନାରା ସହିତ ନେତାମାନେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡ଼ିକୁ ରାଜ୍ୟରୁ ମୂଳପୋଛ କରିବାକୁ ଯୋଜନା…

ଏଣିକି CAPFରେ କର୍ପୋରେଟ୍ ପରି ଅନଲାଇନ୍ ମୋଡରେ ହେବ ଛୁଟି ଆବେଦନ ଏବଂ ମିଳିବ ମଞ୍ଜୁରୀ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ (CAPF) ର କର୍ମଚାରୀଙ୍କ ପାଇଁ ଅଧିକ ସରଳ ହେବ ଛୁଟି ଆବେଦନ। ଗତ ବର୍ଷ ଗୃହ ଛୁଟି ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଅନଲାଇନ୍ ଛୁଟି ଆବେଦନ ପାଇଁ…

ଜଳିଗଲା ‘ମୋ ବସ୍’: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା: ରାଉରକେଲା ସ୍ମାର୍ଟ୍ ସିଟି ସହରର ଟି ସି ଆଇ ଛକ ନିକଟରେ ଜଳିଗଲା 'ମୋ ବସ୍'। ତେବେ ବସରେ ବସିଥିବା ଯାତ୍ରୀମାନେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। କେଉଁ କାରଣରୁ ବସ ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା…

IPLରେ ଜଶ୍ୱସ୍ୱୀ ଜୈସ୍ୱାଲଙ୍କ ଧମାକା, ୧୫ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ନୁଆଦିଲ୍ଲୀ: ଆଇପିଏଲ୍ ୨୦୨୩ ର ୬୬ ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍‌ରେ ଜଶ୍ୱସ୍ୱୀ ଜୈସ୍ୱାଲ ୩୬ ବଲ୍ ଖେଳି ନିଜର ଅର୍ଦ୍ଧଶତକ ପୁରଣ କରିଥିଲେ…

ରାଶିଫଳ(ଶନିବାର,୨୦ ମେ,୨୦୨୩)

ମେଷ - ପିଲାମାନଙ୍କର ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ, ଆଜି ସ୍ନାନପରେ ବିଷ୍ଣୁ ଭଗବାନଙ୍କୁ ସ୍ମରଣକରି ଦେବଦାରୁ ବୃକ୍ଷମୂଳରେ ଜଳ ଦିଅନ୍ତୁ କଲ୍ୟାଣକାରୀ ହେବ, କୌଣସି ଦ୍ରବ୍ୟ ଲାଭ, ବାଦବିବାଦରେ…

Video: ଜାପାନର ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ, କହିଲେ-ଏହା ଅହିଂସା ବିଚାରକୁ ଆଗକୁ ନେବ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ ଖିସିଦାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜାପନର ହିରୋସିମାରେ ପହଞ୍ଚିଛନ୍ତି। ଶନିବାର ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧିଙ୍କର…

ସିମ୍‌କାର୍ଡ ପାଇଁ ମାର୍ଗଦର୍ଶିକା ଜାରି କଲା କ୍ରାଇମ୍‍ବ୍ରାଞ୍ଚ: ଫେକ୍ ସିମ୍ ପାଇଁ ଲାଗିବ ଦେଶଦ୍ରୋହ ଦଫା

କଟକ : ଫେକ୍ ସିମ କାର୍ଡ ଯୋଗୁଁ ରାଜ୍ୟରେ ସାଇବର ଅପରାଧ ବଢୁଛି। ଠକମାନେ ଫେକ ସିମକାର୍ଡ ମାଧ୍ୟମରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଯେଉଁଥିପାଇଁ ଦିନକୁ ଦିନ ସାଇବର ଅପରାଧରେ ବୃଦ୍ଧି ଘଟୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ…

ସମ୍ବଲପୁରରେ ମହାନଦୀ ଟ୍ରିବୁନାଲ ଟିମ୍, ଆଜିଠୁ କ୍ଷେତ୍ର ପରିଦର୍ଶନ

ସମ୍ବଲପୁର: ମହାନଦୀ ଜଳବିବାଦ ମାମଲାର ସମାଧାନପାଇଁ ଗଠିତ ନ୍ୟାୟଧିକରଣର ସଦସ୍ୟମାନେ ଆଜି ସମ୍ବଲପୁରରେ ହୀରାକୁଦ ଜଳଭଣ୍ଡାର, ବୁର୍ଲା ପାୱାର ହାଉସ୍‍, ରମ୍ପେଲାସ୍ଥିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ଆଦି…