କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ, AIIMS ରେ ଭର୍ତ୍ତି

ନୂଆଦିଲ୍ଲୀ : କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ରବିବାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି ହୋଇଛନ୍ତି । ରାତି ପ୍ରାୟ ୧୦ଟା ୫୦ ମିନିଟ ରେ ବେଳେ…

ଆପଣ ନିଶ୍ଚିତ ଭାବରେ ଚୋର ଦେଖିଥିବେ, କିନ୍ତୁ ଏମିତି ଚୋରଣୀ କେବେ ଦେଖି ନଥିବେ !

ନୂଆଦିଲ୍ଲୀ : ଯଦି ଆପଣ ସୋସିଆଲ୍ ମିଡିଆରେ ସକ୍ରିୟ ଅଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ପ୍ରତିଦିନ ନୂତନ ବିଷୟବସ୍ତୁ ଦେଖିବାକୁ ପାଇବେ । ବେଳେବେଳେ ଏପରି କିଛି ଦେଖାଯାଏ ହସ ବନ୍ଦ କରିବା କଷ୍ଟକର ହୋଇଯାଏ । କିନ୍ତୁ…

Video: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ପୁଣି ତ୍ରୁଟି, ମୈସୁରରେ ଗାଡ଼ି ଉପରକୁ ଫିଙ୍ଗିଲେ ମୋବାଇଲ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତୃଟି ଦେଖିବାକୁ ମିଳିଛି । ମୈସୁରରେ ଏକ ରୋଡ୍ ସୋ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି…

ଆଇପିଏଲର ୧୦୦୦ ତମ ମ୍ୟାଚରେ ଶତକ ହାସଲ କଲେ ଯଶସ୍ୱୀ ଯୈସ୍ବାଲ, ମୁମ୍ବାଇ ଆଗରେ ବିଜୟ ଲକ୍ଷ୍ୟ ୨୧୩

ଓଡ଼ିଶା ଭାସ୍କର: ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ ଇତିହାସର ୧୦୦୦ ତମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ରାଜସ୍ଥାନ ରୟାଲସ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ…

ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ବାପି ହାଁସଦା ଜିତିଲେ ରୌପ୍ୟ

ଭାରତ ତଥା ଓଡ଼ିଶାର ନୂଆ ଟ୍ରକ ଆଣ୍ଡ ଫିଲଡ ତାରକା ୧୭ ବର୍ଷୀୟ ବାପି ହାଁସଦା ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ ୪୦୦ ମିଟର ବାଧା ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ୫ ତମ ଯୁବ ଏସୀୟ…

ଇତିହାସ ସୃଷ୍ଟି କଲେ ସାତ୍ୱିକସାଇରାଜ ଏବଂ ଚିରାଗ ଶେଟ୍ଟୀ ଯୋଡ଼ି: ୫୮ ବର୍ଷ ପରେ ଏସୀୟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ: ଏସୀୟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲା ଭାରତ। ଦୀର୍ଘ ୫୮ ବର୍ଷର ଅପେକ୍ଷା ସମାପ୍ତ କରି ଦୁବାଇରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତ ଏହି ସଫଳତା ପାଇଛି। ରବିବାର ସାତ୍ୱିକସାଇରାଜ…

ଭାରତ କଲା ବଡ଼ ରେକର୍ଡ: ବିଶୋଧିତ ଇନ୍ଧନ ଯୋଗାଇବାରେ ଭାରତ ୟୁରୋପର ବୃହତ୍ତମ ଯୋଗାଣକାରୀ

ନୂଆଦିଲ୍ଲୀ: ସମସ୍ତ ତୈଳ ଉତ୍ପାଦନକାରୀ ଦେଶକୁ ପଛରେ ପକାଇ ୟୁରୋପକୁ ବୃହତ୍ତମ ବିଶୋଧିତ ଇନ୍ଧନ ଯୋଗାଣକାରୀ ପାଲଟିଛି। ଆନାଲିଟିକ୍ସ ଫାର୍ମ କେପଲରଙ୍କ ରିପୋର୍ଟ ଅନୁଯାୟୀ ଏପ୍ରିଲ ମାସରେ ୟୁରୋପରେ ବିଶୋଧିତ ଇନ୍ଧନର…

Video: ଚାଲିଥିଲା ଶେଷ ଯାତ୍ରା, ଉଠିବସିଲା ମୃତଦେହ: କୋକେଇ ଛାଡ଼ି ଦଉଡ଼ିଲେ ଲୋକ

ଓଡ଼ିଶା ଭାସ୍କର: ଅନେକ ସମୟରେ ଖବର ଆସେ କି ଜୁଇରେ ନିଆଁ ଲାଗିବ ପୂର୍ବରୁ ଜୁଇ ଉପରେ ଉଠି ବସିଥିଲେ ମୃତ ମଣିଷ। ଆଉ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଏଭଳି ଘଟଣା ଅନେକ ସମୟରେ ଘଟାଇଥିବାର ପ୍ରମାଣ ମଧ୍ୟ ରହିଛି। କିନ୍ତୁ…

Video: ଏକାଠି ଜଳିଲା ବାପା-ପୁଅ’ଙ୍କର ଜୁଇ: ପୁଅର ମୃତ୍ୟୁ ଖବର ଶୁଣି ଉଡ଼ିଗଲା ବାପାଙ୍କର ପ୍ରାଣବାୟୁ

ସୁବର୍ଣ୍ଣପୁର: ଶ୍ମସାନରେ ଜଳୁଛି ଜୁଇ, ଗୋଟିଏ ନୁହେଁ ଦୁଇ ଦୁଇଟିର ଜୁଇ। ତାହାପୁଣି ଦୁଇ ବାପ ପୁଙ୍କର। ବପା ହେଲେ ଆଦି ସା ଓ ପୁଆ ହେଲେ ଆର୍ତତ୍ରାଣ ସା। ଗତକାଲି ପୁଅ ବାପାଙ୍କ ଦେହ ଭଲ କରିବାକୁ ବଲାଙ୍ଗୀର ଭିମଭୋଇ…

“ସାପ ଭଗବାନ ଶିବଙ୍କ ବେକକୁ ଶୋଭା ଦେଇଥାଏ”: ଖଡ଼ଗେଙ୍କ ସାପ ବୟାନର ଜବାବ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଚାରରେ ପରସ୍ପର ବିରୁଦ୍ଧରେ ବୟାନବାଜି ଧରିଛି। କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ପ୍ରଧାନମନ୍ତ୍ରୀଙ୍କୁ ବିଷାକ୍ତ…