ଅଂଶୀଦାରଙ୍କ ପରାମର୍ଶ ପାଇଁ ଡ୍ରାଫ୍ଟ ‘ସାଗରମାଳା ଇନୋଭେସନ୍ ଏବଂ ଷ୍ଟାର୍ଟ ଅପ୍ ପଲିସି’ଜାରି

ଏକ ଦେଶର ଅଭିବୃଦ୍ଧି ଷ୍ଟାର୍ଟ ଅପ୍ ଏବଂ ଉଦ୍ୟୋଗୀମାନଙ୍କ ଦ୍ୱାରା ବୃଦ୍ଧି ପାଇଥାଏ । ଏକ ଶକ୍ତିଶାଳୀ ଉଦ୍ଭାବନ ଇକୋସିଷ୍ଟମ୍ ଗଠନ ପାଇଁ ବନ୍ଦର, ସିପିଂ ଏବଂ ଜଳପଥ ମନ୍ତ୍ରଣାଳୟ (ଏମଓପିଏସଡବ୍ଲୁ) (ସାଗରମାଲା ଇନୋଭେସନ୍…

FD Rate Hike : ଏହି ବ୍ୟାଙ୍କର ଗ୍ରାହକମାନେ ପାଇବେ ବଢିଆ ରିଟର୍ଣ୍ଣ , ମାତ୍ର ୪୪୪ ଦିନର ଏଫଡି ଉପରେ ପାଇବେ ୭.୭୫ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କ ଏଫଡିରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଭାରତୀୟ ଆର୍ଥିକ ବ୍ୟାଙ୍କ ନୂତନ ଆର୍ଥିକ ବର୍ଷ ଆରମ୍ଭରେ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେଇଛି।…

Video: ଆଇପିଏଲ୍ ୨୦୨୩ ର ଦୀର୍ଘତମ ଛକା ମାରିଲେ ଫାଫ୍ ଡୁ ପ୍ଲେସିସ୍, ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ବାଙ୍ଗଲୋର: ଆଜି ଆଇପିଏଲରେ ଆରସିବି ଏବଂ ଲକ୍ଷ୍ନୌ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଜବରଦସ୍ତ ବ୍ୟାଟିଂ କରି ଲକ୍ଷ୍ନୌ ଆଗରେ ୧୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ କୋହଲିଙ୍କ ପରେ…

ମାତ୍ର ଗୋଟିଏ ଡିପ୍ଲୋମାରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ଡିପ୍ଲୋମା ଏପରି ଏକ ଶବ୍ଦ ଯାହା ଘରେ ଘରେ ପରିଚିତ । ଆଗରୁ ଡିପ୍ଲୋମା ପାଠ୍ୟକ୍ରମର ମହତ୍ତ୍ୱ ଯେମିତି ଥିଲା ତା’ଠାରୁ ଅଧିକ ସମ୍ମାନ ଥିଲା । ସବୁ ସହରରେ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ବ୍ୟବସ୍ଥା ହେଲା ଏବଂ…

‘ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ କ’ଣ ? ଜାଣନ୍ତୁ ଚୀନକୁ କିପରି କଡା ଚ୍ୟାଲେଞ୍ଜ କରିବ ଏହି ଗାଁ..

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଛି । ଚୀନ ଧୀରେ ଧୀରେ ଭାରତ ଆଡକୁ ମାଡି ଆସୁଛି । ଭାରତର କେତେକ ରାଜ୍ୟରେ ଚୀନ ନିଜ ଦଖଲ ଜାହିର କଲାଣି । ସେହିଭଳି ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ଜନବସତି…

ଆମ୍ ଆଦମୀ ପାର୍ଟୀ ହେଲା ଜାତୀୟ ଦଳ, ମାନ୍ୟତା ହରାଇଲେ CPI, TMC ଏବଂ NCP

ନୂଆଦିଲ୍ଲୀ: ୨୦୧୨ ରେ ଆନ୍ନା ହଜାରେଙ୍କ ନେତୃତ୍ୱାଧୀନ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ମୁଣ୍ଡ ଟେକିଥିବା ଆମ୍ ଆଦମୀ ପାର୍ଟୀ ହେଲା ଜାତୀୟ ଦଳ ମାନ୍ୟତାକୁ ଉନ୍ନୀତ ହୋଇଛି । ଦଳ ବର୍ତ୍ତମାନ ଦୁଇଟି ରାଜ୍ୟ - ଦିଲ୍ଲୀ ଏବଂ…

ପୁରା ଖପ୍ପା ନୟନତାରା ! ଫ୍ୟାନ୍ସଙ୍କୁ ଧମକ – ଫୋନ୍ ଭାଙ୍ଗି ଦେବି.. ଜାଣନ୍ତୁ କାରଣ

ନୂଆଦିଲ୍ଳୀ : ସାଉଥ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ନୟନତାରା । ଗତ ବର୍ଷ ତାଙ୍କର ବିବାହ ହୋଇଥିଲା । ବିବାହର ମାତ୍ର ୬ ମାସ ପରେ ସେ ସେରୋଗସି ପଦ୍ଧିତରେ ଦୁଇଟି ସନ୍ତାନର ଜନନୀ ମଧ୍ୟ ହୋଇଛନ୍ତି । ତେବେ ଏବେ ପୁଣି…

ଜାଲ୍ ସାର୍ଟିଫିକେଟ ମାମଲା: CBI ତଦନ୍ତ ପାଇଁ ଚିଠି ଲେଖିଲେ ମହାଡାକପାଳ

ଭୂବନେଶ୍ୱର: ଫେକ୍ ସାର୍ଟିଫିକେଟ ମାମଲାର ହେବ ସିବିଆଇ ତଦନ୍ତ । ଭାରତୀୟ ଡାକ ବିଭାଗରେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ଘଟଣାର ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଛନ୍ତି ମହାଡାକପାଳ । ଏହି ମାମଲାରେ ଏକାଧିକ ରାଜ୍ୟର…

“ଆମ ଜାଗା କେହି ନେଇ ପାରିବେ ନାହିଁ”: ଅରୁଣାଚଳରେ ଚୀନ୍‌କୁ କଡ଼ା ଜବାବ ଦେଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନ୍‌ର ଆପତ୍ତି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର କହିଛନ୍ତି ଯେ ଭାରତର ଆଞ୍ଚଳିକ ଅଖଣ୍ଡତା ଉପରେ କେହି ପ୍ରଶ୍ନ କରିପାରିବେ ନାହିଁ। ଏହା ସହିତ ଚୀନ୍‌ର…

ଯୀଶୁଙ୍କ ବଳିଦାନକୁ ମନେ ପକାଇ ଶୂଳିରେ ଚଢିଲେ ଲୋକମାନେ… ଯନ୍ତ୍ରଣାଦାୟକ ଚିତ୍ର ସାମ୍ନାକୁ ଆସିଲା

ନୂଆଦିଲ୍ଲୀ : ଗତ ଶୁକ୍ରବାର ଥିଲା ଗୁଡ୍ ଫ୍ରାଇଡେ । ସମଗ୍ର ବିଶ୍ୱରେ ଏହି ଦିନକୁ ପାଳନ କରାଯାଇଛି । ଏହି ଦିନ ଲୋକମାନେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାନ୍ତି । ସେଥିପାଇଁ ଏହି ଦିନକୁ ଶୋକ ଦିନ ଭାବରେ ଗଣାଯାଏ ।…