ଆଇପିଏଲ୍ ୨୦୨୩: ରୁତୁରାଜ ଗାୟକ୍ୱାଡଙ୍କ ଧୁଆଁଧାର ଅର୍ଦ୍ଧଶତକ, ଗୁଜରାଟ ଆଗରେ ବିଜୟ ଲକ୍ଷ୍ୟ ୧୭୯
ଅହମ୍ମଦାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୬ ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟାନ୍ସ ମୁହାଁମୁହିଁ ହୋଇଛନ୍ତି। ଟସ୍ ହାରି ପ୍ରଥମେ ପ୍ରଥମେ ବ୍ୟାଟିଂ କରିଛି ଚେନ୍ନାଇ।…