ପୁଣି କମ୍ପିଲା ପୃଥିବୀ ; ନ୍ୟୁଜିଲ୍ୟାଣ୍ଡରେ ଶକ୍ତିଶାଳୀ ଭୂକମ୍ପ , ରିକ୍ଟର ସ୍କେଲରେ ତୀବ୍ରତା ୭. ୧
ନୂଆଦିଲ୍ଲୀ : ଗୁରୁବାର ସକାଳେ ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଭୂକମ୍ପ କମ୍ପନର ତୀବ୍ରତା ୭. ୧ ଥିଲା । କୁହାଯାଉଛି ଯେ ନ୍ୟୁଜିଲ୍ୟାଣ୍ଡର କରମାଡେକ୍ ଦ୍ୱୀପରେ ଏହି ଭୂକମ୍ପ ଘଟିଛି। ଚୀନ…