ନୂଆ କାର୍ କିଣିବାକୁ ଚାହୁଁଛନ୍ତି କି? ବ୍ୟାଙ୍କ ଅଫ ବରୋଦା ଦେଉଛି ଶସ୍ତା କାର୍ ଲୋନ୍

ନୂଆଦିଲ୍ଲୀ: ଯଦି ଆପଣ ମାର୍ଚ୍ଚ ମାସ ଶେଷ ପୂର୍ବରୁ ନୂଆ କାର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ମାର୍ଚ୍ଚ ମାସ ଶେଷ ହେବା ପୂର୍ବରୁ କାର୍ କିଣିବାର ଏକ ବମ୍ପର…

ଆସନ୍ତାକାଲି Paytm ପେମେଣ୍ଟସ୍ ବ୍ୟାଙ୍କର ଶେଷ ସମୟସୀମା: ଏହି ସବୁ ସେବାଗୁଡିକ ହୋଇଯିବ ବନ୍ଦ

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ (PPBL) ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ପେଟିଏମର ଅନେକ ସେବା ୧୫ ମାର୍ଚ୍ଚ ୨୦୨୪ ପରେ ବନ୍ଦ ହୋଇଯିବ।…

୨୬ ବର୍ଷ ଚାକିରି କାଳ ଭିତରେ ନେଇଛନ୍ତି ମାତ୍ର ଗୋଟିଏ ଛୁଟି, ଜାଣନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ କିଛି ଖାସ୍ କଥା

ଓଡ଼ିଶା ଭାସ୍କର: ସରକାରୀ ଚାକିରି ହେଉ କିମ୍ବା ବେସରକାରୀ ଚାକିରି, ଛୁଟି ସମସ୍ତଙ୍କର ନିହାତି ଦରକାର। ଏଥିପାଇଁ ବିଭିନ୍ନ ପ୍ରକାରର ଛୁଟି ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ସାଧାରଣତଃ ରବିବାର ଓ ବିଭିନ୍ନ…

ମେଣ୍ଟ ଚର୍ଚ୍ଚା ଭିତରେ ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା

ଓଡ଼ିଶା ଭାସ୍କର: ମେଣ୍ଟ ଚର୍ଚ୍ଚା ଭିତରେ ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ତେବେ ଏହି ବୈଠକ ପରେ ବିଜେଡିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ…

ସମ୍ପର୍କରେ ଏହି ତିନୋଟି ଜିନିଷ ହେତୁ ଜୀବନ ନଷ୍ଟ ହୋଇଯାଏ, ଆପଣଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥାଏ

ସମ୍ପର୍କ ଉପରେ ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବର୍ଷ ବର୍ଷ ଧରି ଲୋକଙ୍କୁ ସଠିକ୍ ପଥ ଅନୁସରଣ କରିବାକୁ ପ୍ରେରଣା ଯୋଗାଉଛି। ଚାଣକ୍ୟ ଏପରି ଅନେକ କଥା କହିଛନ୍ତି ଯାହା ଆଜିର ସମୟରେ ସତ ବୋଲି ପ୍ରମାଣିତ…

ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, କେଉଁ ପ୍ରସଙ୍ଗରେ ହେବ ଆଲୋଚନା?

ଓଡ଼ିଶା ଭାସ୍କର: ଦିନ ଗଡ଼ୁଛି। କିନ୍ତୁ ବିଜେଡି-ବିଜେପି ମେଣ୍ଟର ଚିତ୍ର ସ୍ପଷ୍ଟ ହେଉନି। ତେଣୁ ମେଣ୍ଟ ସମ୍ପର୍କରେ ଏବେ ବି ଉଭୟ ଦଳର ନେତା, କର୍ମୀ ଓ ଜନତା ଦ୍ୱନ୍ଦ୍ୱରେ ରହିଛନ୍ତି । ହେଲେ ଏହା ମଧ୍ୟରେ ନବୀନ ନିବାସରେ…

ହୋଟେଲ ରୁମ୍‌ ଭିତରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର, ପୋଲିସର ଛାନ୍‌ଭିନ୍‌ ଆରମ୍ଭ

ଓଡ଼ିଶା ଭାସ୍କର: ହୋଟେଲ ରୁମ୍‌ ଭିତରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର। ଉଜ୍ୱେକିସ୍ତାନର ଜଣେ ୩୭ ବର୍ଷୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏଭଳି ଏକ ଘଟଣା ବେଙ୍ଗାଲୁରୁର ଏକ ହୋଟେଲ ରୁମରେ ଘଟିଥିବା…

ଏଣିକି ଗର୍ଭବତୀ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା, ଦୁଇଗୁଣ ହେଲା ‘ମମତା’ ସହାୟତା

ଓଡ଼ିଶା ଭାସ୍କର: ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ । ଯାହା ଆଜି ବେଶ…

ବଢ଼ିଲା ମାଗଣା ଆଧାର ଅପଡେଟ୍ ସମୟ ସୀମା, ଜାଣନ୍ତୁ ଶେଷ ତାରିଖ କେବେ

ନୂଆଦିଲ୍ଲୀ: ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଆଧାର କାର୍ଡକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଯଦି ଆପଣ ଆଧାର କାର୍ଡରେ ଆପଣଙ୍କର ଠିକଣା କିମ୍ବା ମୋବାଇଲ୍ ନମ୍ବର ବଦଳାଇବାକୁ କିମ୍ବା ଆପଣଙ୍କ ନାମର ସ୍ପେଲିଂକୁ ସଂଶୋଧନ…

ଭାରତର ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ତେଜସ” ବିମାନ ଦୁର୍ଘଟଣାଗ୍ରସ୍ତ

ଓଡ଼ିଶା ଭାସ୍କର: ୨୩ ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁ ସେନାର ଲଢୁଆ ବିମାନ ''ତେଜସ'' ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନ ଜୈସଲମେରର ଜବାହର ନଗର ନିକଟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ…