ବନାରସରୁ ଜବତ ହେଲା ଜେପି ନଡ୍ଡାଙ୍କ ଚୋରି ହୋଇଥିବା କାର, ୨ ଗିରଫ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଫଚ୍ରୁ୍ୟନ୍ କାର ବାରାଣାସୀରୁ ଜବତ କରିଛି ପୋଲିସ । ମାର୍ଚ୍ଚ ୧୯ ଦିଲ୍ଲୀର ଗୋବିନ୍ଦପୁର ଅଞ୍ଚଳରୁ ଚୋରି ହୋଇଥିଲା କାର । ଏହି…

ମହିଳା ଡାକ୍ତରଙ୍କ ସହ ଅସଦାଚରଣ, ଥାନାରେ ମାମଲା ରୁଜୁ

ସୁନ୍ଦରଗଡ଼: ଏଡିଏମଓଙ୍କ ବିରୋଧରେ ଅସଦାଚରଣ କରିବାର ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଡାକ୍ତର । ଚାମ୍ବର ଭିତରେ ଅସଦାଚରଣ କରୁଥିବା ଭଳି ସଂଗୀନ ଅଭିଯୋଗ ଆଣିଲେ ମହିଳା ଡାକ୍ତର । ଏନେଇ ସୁନ୍ଦରଗଡ଼ ଟାଉନ୍ ଥାନାରେ ମାମଲା…

ତାତିରୁ ମିଳିବ ଆଶ୍ୱସ୍ତି, ବର୍ଷା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ଟ୍ୱିନ୍ ସିଟି ସମେତ ବିଭିନ୍ନ ଜିଲ୍ଲାର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି । ଅପରପକ୍ଷରେ ଆଜିଠାରୁ ୩ ଦିନ ଯାଏଁ…

ବିଜେପି ଛାଡ଼ିଲେ ଲେଖାଶ୍ରୀ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ବଦଳ ପ୍ରକ୍ରିଆ ଜାରି ରହିଛି । ଏଥିମଧ୍ୟରେ ରାଜ୍ୟ ବିଜେପିକୁ ଲାଗିଛି ଏକ ବଡ଼ ଝଟକା । ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ବିଜେପି ଉପ ସଭାପତି…

ସୋମବତୀ ଅମାବାସ୍ୟା ଦିନ କରନ୍ତୁ ଏହି କାମ, ପ୍ରସନ୍ନ ହୋଇଥାନ୍ତି ପୂର୍ବପୁରୁଷ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପୂଜାପାଠର ବିଶେଷ ଗରୁତ୍ୱ ରହିଛି । ଏପ୍ରିଲ ୮ରେ ହେଉଛି ଚୈତ୍ର ଅମାବାସ୍ୟା । ଏହା ସୋମବତୀ ଅମାବାସ୍ୟା ନାଁରେ ମଧ୍ୟ ଜଣାଶୁଣା । ସୋମବାର ଏବଂ ଶନିବାର ଏହି ଅମାବାସ୍ୟା ପଡ଼ିଲେ ଏହାର…

ସୂର୍ଯ୍ୟଗ୍ରହଣ ପରେ ଦେଖାଦେଇପାରେ ଆର୍ଥିକ ସମସ୍ୟା, ଏହି ରାଶିମାନେ ରୁହନ୍ତୁ ସାବଧାନ

ଓଡ଼ିଶା ଭାସ୍କର: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଏପ୍ରିଲ ୮ରେ ହେବାକୁ ଯାଉଛି । ସେଦିନ ହେଉଛି ଚୈତ୍ର ଅମାବାସ୍ୟା । ମୀନ ରାଶିରେ ଏହି ଗ୍ରହଣ ହେବାକୁ ଥିବା ବେଳେ ସୂର୍ଯ୍ୟଗ୍ରହଣର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ…

ରାସ୍ତାରୁ ୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍‌, ୫ ଆହତ

ଜଳେଶ୍ୱର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ୩୦ ଫୁଟ୍ ତଳକୁ ଭ୍ୟାନ ଖସିଯିବା ଫଳରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଫରେଷ୍ଟ ଚେକ୍ ପୋଷ୍ଟକୁ ପିଟିବା ପରେ ଭାରସାମ୍ୟ ହରାଇ ରାସ୍ତା ତଳକୁ…

Do Aur Do Pyarର ଟ୍ରେଲର ରିଲିଜ୍‌, ଏକ୍ସଟ୍ରା ମେରିଟାଲ ଆଫେୟାରର କନଫ୍ୟୁଜନରେ ଛନ୍ଦି ହୋଇଛି କାହାଣୀ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Do Aur Do Pyar’ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ଫିଲ୍ମ ମଧ୍ୟମରେ ବିଦ୍ୟା ପୁଣି ଥରେ ସିଲଭର ସ୍କ୍ରୀନରେ କମବ୍ୟାକ୍ କରୁଛନ୍ତି ।…

୧୪ତମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟକେଟ ?

ନୂଆଦିଲ୍ଳୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରଚାର ଆରମ୍ଭ ହୋଇଯାଇଛି । ଏଥିମଧ୍ୟରେ କଂଗ୍ରେସ ପକ୍ଷରୁ ଆଉ ୧୪ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି…

୮ ଜଣ ଅଂଶୁଘାତରେ ଆକ୍ରାନ୍ତ, ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ କଲବଲ କରୁଛି । ଦିନକୁ ଦିନ ଟ୍ୱିନ୍ ସିଟି ସମେତ ବିଭିନ୍ନ ରାଜ୍ୟର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି ।…