ସୁରକ୍ଷାକର୍ମୀ- ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଏନକାଉଣ୍ଟରରେ ୪ ମାଓବାଦୀ ମୃତ

ଓଡ଼ିଶା ଭାସ୍କର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରୁ ବଡ଼ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଜାପୁର ଟୁଙ୍ଗାଲି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଛନ୍ତି । ଗତ ୪ ଦିନରେ…

ବିବାହ ବେଦୀରେ ପଣ୍ଡିତଙ୍କ ଏପରି କାରନାମା ସମସ୍ତଙ୍କୁ କରିଲା ଚକିତ, ଭାଇରାଲ ହେଉଛି ଭିଡ଼ିଓ

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଛି । କିଏ ପପୁଲାର ହେବା ପାଇଁ ତ ପୁଣି କିଏ ଫଲୋଅର୍ସ ବୃଦ୍ଧି କରିବା ପାଇଁ ରୀଲ୍ସ କରୁଛନ୍ତି । ନିକଟରେ ବିବାହ ଉତ୍ସବକୁ ନେଇ ଏପରି ଏକ ଭିଡ଼ିଓ…

ଏହି ୩ଟି କମ୍ପାନୀରେ ଆଜି ଖୋଲୁଛି IPO; ନିବେଶକଙ୍କୁ ମିଳିବ ବିପୁଳ ଲାଭ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆପଣ ଓଚଙରେ ନିବେଶ କରିବା ପାଇଁ IPO ଥିଲେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଫେବୃଆରୀ ୨୭ରୁ ୩ଟି କମ୍ପାନୀର IPO ଖୋଲିବାକୁ ଯାଉଛି । ଏହି କମ୍ପାନୀ ଗୁଡ଼ିକ ହେଲା ଏକ୍ସିକମ୍ ଟେଲି ସିଷ୍ଟମ…

ଗଗନଯାନ ମିଶନ ପାଇଁ ମହାକାଶଚାରୀଙ୍କ ନାଁ ଘୋଷଣା କଲା ISRO

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ISRO । ଏପରି ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ISRO । ଆଜି କେରଳର ଥିରୁବନନ୍ଥପୁରମରେ ବିକ୍ରମ ସାରାଭାଇ ଅନ୍ତରୀକ୍ଷ…

‘ପ୍ରତି ଗରିବ ପରିବାରକୁ ମିଳିବ ମାସିକ ୫ ହଜାର ଟଙ୍କା… ଏହା ପ୍ରତିଶ୍ରୁତି ନୁହେଁ, କଂଗ୍ରେସର ଗ୍ୟାରେଣ୍ଟି’ କହିଲେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଆଗମୀ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଆନ୍ଧ୍ରପ୍ରଦେଶର…

ଶରୀରରୁ ଏଭଳି ଦୁର୍ଗନ୍ଧ ଆସୁଛି କି ? ଏହା ଡାଇବେଟିସର ଗମ୍ଭୀର ଲକ୍ଷଣକୁ ସୂଚାଇଥାଏ, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସନ୍ତୁଳିତ ଖାଦ୍ୟପେୟ ସ୍ୱାସ୍ଥ୍ୟକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ଏଥିମଧ୍ୟରେ ଡାଇବେଟିସ୍ ବା ମଧୁମେହ ଏକ ସାଧାରଣ ରୋଗ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ…

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି ହେବ କାରକେଡ୍ ରିହର୍ସଲ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଧବାର ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଓଡ଼ିଶା ଆସିବେ ମହାମହିମ । ରାଷ୍ଟ୍ରପତିଙ୍କ ୪ ଦିନିଆ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ…

ଆଜି ଗଗନଯାନର ପ୍ରସ୍ତୁତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଘୋଷଣା ହୋଇପାରେ ଭାରତୀୟ ମହାକାଶଚାରୀଙ୍କ ନାଁ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତର କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁ ଗସ୍ତ କରିବେ । କେରଳର ଥିରୁବନନ୍ଥପୁରମରେ ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ର(VSSC) ଗସ୍ତ କରିବାର…

ତେଜୁଛି NAC ମାନ୍ୟତା ଦାବି, ବଙ୍ଗୋମୁଣ୍ଡା ଓ ସୁବଳୟାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଓଡ଼ିଶା ଭାସ୍କର: ବୀରମହାରାଜପୁରକୁ NAC ମାନ୍ୟତା ମିଳିବା ପରେ ଜନସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାରେ ବି ସରକାରଙ୍କ ବିରୋଧରେ ଅସନ୍ତୋଷ…

(Video)‘ଯେପର୍ଯ୍ୟନ୍ତ ମୁଁ ଜୀବିତ, ଆସାମରେ ବାଲ୍ୟ ବିବାହ ହେବାକୁ ଦେବି ନାହିଁ’: ହିମନ୍ତ ସର୍ମା

ଦିସପୁର: ଆସାମରେ ମୁସଲିମ ବିବାହ ଏବଂ ଛାଡ଼ପତ୍ର ଆଇନ ରଦ୍ଦ ହେଲା ପରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…