ଆମେରିକୀୟ ସେନାକୁ ଟାର୍ଗେଟ, ୩ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

ନୂଆଦିଲ୍ଲୀ: ଜୋର୍ଡ଼ାନରେ ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ଡ୍ରୋନ୍ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ଏଥିପାଇଁ ଇରାନକୁ ଦାୟି…

‘ଅଳିଆ ପୁଣି ଅଳିଆ ଗଦାକୁ ଗଲା…’, ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ ଯାଦବଙ୍କ ଝିଅ

ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ବିହାର ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି । ଏଥିପାଇଁ ନୀତିଶଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ଏଥିମଧ୍ୟରେ ଆରଜେଡି ମୁଖ୍ୟ…

ଇସ୍ତଫା ଦେବା ପଛରେ ରହିଛି ଏହି କାରଣ…କହିଲେ ନୀତିଶ କୁମାର

ପାଟନା: ନୀତିଶ କୁମାରଙ୍କ ଇସ୍ତଫାକୁ ନେଇ ସରଗରମ ବିହାର ରାଜନୀତି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ଇସ୍ତଫା ପରେ…

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ !

ଭୁବନେଶ୍ୱର: ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରର ୧୪ଟି ରାଜ୍ୟର ୨୫ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ନେଇ ବିଜେପି ପକ୍ଷରୁ ଏକ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଉଛି । ଏହି ସମାବେଶରେ…

ଆଜି Bigg Boss 17ର ଗ୍ରାଣ୍ଡ୍ ଫିନାଲେ

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ଆଜି ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ଶୋ’ ବିଗ୍ ବସ୍ ୧୭ର ଗ୍ରାଣ୍ଡ୍ ଫିନାଲେ । ଏଥିପାଇଁ ବିଗ୍ ବସ୍ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି । ବିଗ୍ ବସ୍ ୧୭ ଗ୍ରାଣ୍ଡ୍…

IRCTC ଲଞ୍ଚ କଲା ୫ ଦିନିଆ ଦୁବାଇ ଟୁର୍ ପ୍ୟାକେଜ୍, ଜାଣନ୍ତୁ ଖର୍ଚ୍ଚ ଏବଂ ବୁକିଂ ଡିଟେଲ୍ସ

ଓଡ଼ିଶା ଭାସ୍କର: ନୂଆବର୍ଷ ପାଇଁ ପର୍ଯ୍ୟଟନ ସ୍ଥଳୀ ବେଶ ଚଳଚଞ୍ଚଳ ରହିଥାଏ । ପିକନିକ୍, ହନିମୁନ୍, ଫ୍ୟାମିଲି ଟୁର୍ ଇତ୍ୟାଦି ପାଇଁ ଲୋକମାନେ ମାସକ ପୂର୍ବରୁ ଟ୍ରେନ୍ କିମ୍ବା ଫ୍ଲାଇଟ୍ ଟିକେଟ ବୁକିଂ କରିଥାନ୍ତି ।…

ବିହାର ରାଜନୀତି: ନୀତିଶ କୁମାର INDIA ମେଣ୍ଟ ଛାଡ଼ିବାର ୫ଟି କାରଣ

ନୂଆଦିଲ୍ଲୀ: ସରଗରମ ବିହାର ରାଜନୀତି । ରାଜନୀତିରେ ସବୁ କିଛି ନ୍ୟାୟଯୁ୍କ୍ତ । ରାଜନୀତିରେ କୌଣସି ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନଥାନ୍ତି ଏବଂ ଯେତେବେଳେ ବିହାର ଏବଂ ନୀତିଶ କୁମାରଙ୍କ କଥା ଆସେ ଏହି କଥାଟି…

ଏଭଳି ଅଭ୍ୟାସ ଥିଲେ ଆପଣ ଡିପ୍ରେସନର ଶିକାର ହୋଇପାରନ୍ତି, ଜାଣନ୍ତୁ କ’ଣ…

ଓଡ଼ିଶା ଭାସ୍କର: ଷ୍ଟ୍ରେସ୍ ଏବଂ ଡିପ୍ରେସନ୍ ଏକ ପ୍ରକାର ମାନସିକ ରୋଗ । ଏହା ବ୍ୟକ୍ତିର ସ୍ମରଣ ଶକ୍ତି, ଏକାଗ୍ରତା ଏବଂ ଦୈନନ୍ଦିନ ଜୀବନଶୈଳୀ ଉପରେ ପ୍ରଭାବ ପକାଇଥାଏ । ତେବେ ଏହି ଡିପ୍ରେସନ୍ କାରଣରୁ ବ୍ୟକ୍ତିର…

ଘରେ ବିଲେଇ ଆସିବା କେତେ ଶୁଭ ? ଜାଣନ୍ତୁ ଏହି ସଙ୍କେତରୁ…

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତିମାନେ ବିଲେଇକୁ ପୋଷା ଭାବେ ରଖିବା ପସନ୍ଦ କରିଥାନ୍ତି । ବେଳେ ବେଳେ ଯେଉଁମାନେ ବିଲେଇ ରଖନ୍ତି ନାହିଁ ସେମାନଙ୍କ ଘରକୁ ମଧ୍ୟ ବିଲେଇ ଆସିଥାଏ । କୌଣସି ବିଲେଇ ବିଶେଷ କରି କଳା ବିଲେଇ…

ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବଲାଙ୍ଗିର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା…