Energy Drink ସେବନ କରୁଛନ୍ତି କି ? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହା କେତେ କ୍ଷତିକାରକ…
ଓଡ଼ିଶା ଭାସ୍କର: ଆଜିକାଲି ଯୁବପୀଢ଼ୀଙ୍କ ମଧ୍ୟରେ ଏନର୍ଜୀ ଡ୍ରିଙ୍କ୍ସର କ୍ରେଜ୍ ଦେଖିବାକୁ ମିଳୁଛି । ମାର୍କେଟରେ ଧିରେ ଧିରେ କୋଲ୍ଡ ଡ୍ରିଙ୍କ୍ସ ପରିବର୍ତ୍ତେ ଏନର୍ଜୀ ଡ୍ରିଙ୍କ୍ର ଚାହିଦା ବୃଦ୍ଧି ପାଇବାକୁ ଲାଗିଲାଣି…