Featured ଆପଣ ଘୁଙ୍ଗୁଡ଼ି ମାରୁଛନ୍ତି କି ? ସ୍ମରଣ ଶକ୍ତିକୁ କରିପାରେ ହ୍ରାସ… Sasmita Jamuda Jan 16, 2024 ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ରାତିରେ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିଥାନ୍ତି । ଏକ ରିପୋର୍ଟରୁ ପ୍ରକାଶ ଯେ ୩୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରତି ୧୦ ଜଣଙ୍କ ମଧ୍ୟରେ ଜଣଙ୍କୁ ଏହି ସମସ୍ୟା ରହିଥାଏ…
Featured Diabetic Retinopathy କ’ଣ ? ମଧୁମେହ ସହ କିପରିି ଜଡ଼ିତ, ଜାଣନ୍ତୁ ଏହାର ଲକ୍ଷଣ… Sasmita Jamuda Jan 16, 2024 ଓଡ଼ିଶା ଭାସ୍କର: ଆଜିକାଲି ଡାଇବେଟିସ୍ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ବିଶେଷ କରି ଯୁବ ପୀଢ଼ୀଙ୍କ କ୍ଷେତ୍ରରେ ଏହି ରୋଗର ଆଶଙ୍କା ଦେଖାଦେଇଥାଏ । ଡ଼ାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ କେବଳ ରକ୍ତ ଶର୍କରାର ସ୍ତର…
Top Stories ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁଁ ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, IMD ପକ୍ଷରୁ ରେଡ଼ ଆଲର୍ଟ ଜାରି Sasmita Jamuda Jan 16, 2024 ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଶୀତ ଓ କୁହୁଡ଼ି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଅନେକ ସ୍ଥାନରେ ସ୍କୁଲ ବନ୍ଦ ରହିଥିବା ବେଳେ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଦିଲ୍ଲୀ- ଏନସିଆରରେ ପ୍ରବଳ…
Top Stories ପୁଣି ଉତ୍ତର କୋରିଆରେ ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ Sasmita Jamuda Jan 15, 2024 ଓଡ଼ିଶା ଭାସ୍କର: ପୁଣି ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ କରିଲା ଉତ୍ତର କୋରିଆ । ଏହା ଏକ ହାଇପରସୋନିକ ପରୀକ୍ଷଣ ଯାହା ଏକ ଗ୍ଦକ୍ଟକ୍ଷସୟ ଲଙ୍କରକ୍ଷ ଙ୍ଗରବକ୍ଟ୍ରକ୍ଟଦ୍ଭ ଅଟେ । ଏହି ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ ଜାପାନ,…
Top Stories ରୁଷକୁ ମିଳିଲା ସୁନା ଖଣିର ସନ୍ଧାନ Sasmita Jamuda Jan 15, 2024 ଓଡ଼ିଶା ଭାସ୍କର: ଦୀର୍ଘ ଦିନ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ବେଳେ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇଛନ୍ତି । ଆର୍ଥିକ ଅନଟନ ମଧ୍ୟରେ ରୁଷ ହାତରେ ଲାଗିଛି ବଡ଼ ଖଜଣା । ରୁଷକୁ…
Top Stories ଅଯୋଧ୍ୟାରେ ପ୍ଲଟ୍ କିଣିଲେ ବିଗ୍ ବି, ମୁମ୍ବାଇ ଠାରୁ ବି ମହଙ୍ଗା ପ୍ଲଟର କ’ଣ ରହିଛି ମୂଲ୍ୟ ଜାଣନ୍ତୁ… Sasmita Jamuda Jan 15, 2024 ମୁମ୍ବାଇ: ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର । ଏହି ଉତ୍ସବରେ ବଲିଉଡ଼ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲିବ୍ରିଟିଙ୍କ ସହ ଖେଳ, ରାଜନୀତି ଏବଂ ଅନ୍ୟ ବ୍ୟକ୍ତି…
Featured ଅଜବ ପରମ୍ପରା; ଜନ୍ମ ପୂର୍ବରୁ ମୃତ ଶିଶୁଙ୍କ ପାଇଁ ଶୋକ ପାଳନ ! Sasmita Jamuda Jan 15, 2024 ଓଡ଼ିଶା ଭାସ୍କର: ମାଆ ଓ ସନ୍ତାନର ସମ୍ପର୍କ ନିଆରା । ସନ୍ତାନ ପ୍ରତି ଥିବା ମାଆର ଭଲପାଇବାର ତୁଳନା ନାହିଁ । ଅନେକ ସମୟରେ ମିସକ୍ୟାରେଜ୍, ଗର୍ଭପାତ ବା ଅନ୍ୟ କୌଣସି କାରଣ ପାଇଁ ଜଣେ ମାଆ ଗର୍ଭରେ ଥିବା ସନ୍ତାନକୁ…
Top Stories ରାମଲଲା କେଉଁ ପୋଷାକ ପିନ୍ଧି ଗର୍ଭଗୃହରେ ବିରାଜମାନ କରିବେ ? Sasmita Jamuda Jan 15, 2024 ଲକ୍ଷ୍ନୌ: ଆଉ ମାତ୍ର କିଛି ଦିନର ଅପେକ୍ଷା । ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସମସ୍ତେ ଉତ୍ସାହିତ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । କେବଳ ଦେଶ…
Top Stories ଆଜି BSP ସୁପ୍ରିମୋ ମାୟାବତୀଙ୍କ ୬୮ତମ ଜନ୍ମଦିନ, ଫୋନ୍ କରି ଶୁଭେଚ୍ଛା ଦେଲେ ଯୋଗୀ ଆଦିତ୍ୟନାଥ Sasmita Jamuda Jan 15, 2024 ଲକ୍ଷ୍ନୌ: ଆଜି ବହୁଜନ ସମାଜ ପାର୍ଟି(BSP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ୬୮ତମ ଜନ୍ମଦିନ । ଏହି ଶୁଭ ଅବସରରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତାମାନେ…
Top Stories ‘ସରି ସାର୍…’ କହିଲେ କ୍ୟାପଟେନଙ୍କୁ ମାଡ଼ ମାରିଥିବା ଯାତ୍ରୀ Sasmita Jamuda Jan 15, 2024 ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ପାଇଲଟଙ୍କୁ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଥିଲା । ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ଜଣେ କ୍ୟାପଟେନ୍ ବିମାନ ଉଡ଼ାଣରେ…