କଂଗ୍ରେସକୁ ସରକାର ଦେଲେ ଗୁଡ୍ ନ୍ୟୁଜ୍‌, ଓକିଲ ଅଭିଷେକ ସିଙ୍ଘବୀ କହିଲେ ଦୟାଳୁ କାର୍ଯ୍ୟ କଲେ ସରକାର

ନୂଆଦିଲ୍ଲୀ:ଆୟକରକୁ ନେଇ ସମସ୍ୟା ଘେରରେ ରହିଥିବା କଂଗ୍ରେସ ଲାଗି ଏକ ବଡ ଆଶ୍ୱସ୍ତି ଜନକ ଖବର ଆସିଛି । କେନ୍ଦ୍ର ଏହି ମାମଲାରେ ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି ଆୟକର ବିଭାଗ ଲୋକସଭା ନିର୍ବାଚନ ଶେଷ ହେବା…

ସକାଳେ ଚା’, ବ୍ରେଡ୍‌…, ରାମାୟଣ ଓ ଗୀତା ପାଠ..; ତିହାରରେ ଏପରି କଟିବ କେଜ୍ରିୱାଲଙ୍କ ଦିନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା ସହ ଜଡିତ ମନି ଲଣ୍ଡ୍ରିଂ କେସ୍‌ରେ ଫସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରୁ କୌଣସି ପ୍ରକାର ଆଶ୍ୱସ୍ତି ମିଳିଲା ନାହିଁ । ରାଉଜ୍ ଆଭେନ୍ୟୁ କୋର୍ଟ ଏବେ…

(video)‘ଦେଶ ପାଇଁ ରାହୁଲ ଗାନ୍ଧୀ ଜୀବନ ଦେଇ ସହୀଦ ହୋଇଛନ୍ତି’, ମହାର‌୍ୟାଲିରେ ଏପରି କହିଲେ ଖଡ୍‌ଗେ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ମହାର‌୍ୟାଲି ଆୟୋଜନ କରାଯାଇଥିଲା । ଏହି ର‌୍ୟାଲିରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ତେଜସ୍ୱୀ ଯାଦବଙ୍କ ସହିତ ୨୮ ବିରୋଧୀ ଦଳର ନେତା ସାମିଲ…

Big breaking:(video)ତିହାର ଜେଲ୍ ଗଲେ ଅରବିନ୍ଦ କେଜ୍ରିୱାଲ, ବିଚାର ବିଭାଗ ହେପାଜତରେ ରହିବେ ୧୫ ଦିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କୁ ତିହାର ଜେଲ୍‌ରେ ରଖାଯିବ । କେନ୍ଦ୍ରୀୟ ଏଜେନ୍ସୀ ମୁଖ୍ୟମନ୍ତ୍ରୀଙ୍କୁ ୧୫ ଦିନ…

Big Breaking: ହୁତୁ ହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ , କାରଣ ଅସ୍ପଷ୍ଟ

ଭୁବନେଶ୍ୱର:ଆଜି ଏକ ପିଆଜ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଛି । ବାରିପଦାରେ ଏହି ଅଘଟଣ ଘଟିଛି । ସେଠାରେ ଏକ ପିଆଜ ବୋଝେଇ ଟ୍ରକରେ ଅଚାନକ ନିଆଁ ଲାଗିଯାଇଥିଲା । ଏନଏଚ୍ ୪୯ ବାଙ୍ଗିରିପୋଷି ଘାଟୀରେ ହୁତୁହୁତୁ ହୋଇ…

ଏପ୍ରିଲ ୧କୁ କାହିଁକି କୁହାଯାଏ ବୋକାଙ୍କ ଦିନ, ଏହା ପଛରେ କ’ଣ ରହିଛି ଇତିହାସ ଆସନ୍ତୁ ଜାଣିବା

ଓଡ଼ିଶା ଭାସ୍କର: ୧ଏପ୍ରିଲର ଅପେକ୍ଷା ସମସ୍ତଙ୍କୁ ରହିଥାଏ । ଓଡ଼ିଶାରେ ଏହି ଦିନକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ କାରଣ ଏହିଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା । ତେବେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହା…

ମେଡିକାଲ୍‌ରୁ କଏଦୀ ଫେରାର, ହତ୍ୟା ମାମଲାରେ କାଟୁଥିଲା ସଜା

ଭୁବନେଶ୍ୱର: ଜେଲ୍ କର୍ମଚାରୀଙ୍କୁ ଚକ୍‌ମା ଦେଇ ମେଡିକାଲ୍‌ରୁ ଜଣେ କଏଦୀ ଫେରାର ହୋଇଯାଇଛି । ଏପରି ଘଟଣା ଘଟିିଛି ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ । ବିଳମ୍ବିତ ରାତିରେ ମେଡିକାଲ୍‌ରୁ ଖସି ପଳାଇ ଯାଇଛି…

(video)‘ତେଲି ଘର ପୁଅ କିପରି କଲେ ରାମ ମନ୍ଦିର ଉଦ୍‌ଘାଟନ..’, ମୋଦୀଙ୍କୁ ନେଇ ଟିଏମ୍‌ସି ନେତାଙ୍କ ଏପରି ବୟାନ ହେଉଛି ଭାଇରାଲ୍‌

କୋଲକାତା:ଲୋକସଭା ନିର୍ବାଚନ ତାରିଖ ନିକଟତର ହେବା ସହିତ ନେତାଙ୍କ ବିବାଦୀୟ ବୟାନ ବଢିବାରେ ଲାଗିଛି । ତେବେ ନିର୍ବାଚନଚ କମିଶନ ଏପରି ମର୍ଯ୍ୟାଦା ହାନୀ କରୁଥିବା ବୟାନ ଉପରେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ…

(Video)କେଜ୍ରିୱାଲ ଓ ହେମନ୍ତ ସୋରେନଙ୍କୁ ମୁକ୍ତି ସହିତ ଆଜି ମହାର‌୍ୟାଲିରେ ଇଣ୍ଡିଆ ମେଣ୍ଟ ରଖିଲା ୫ ସୂତ୍ରୀ ଦାବୀ

ନୂଆଦିଲ୍ଲୀ:ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ମହାର‌୍ୟାଲି ଆୟୋଜିତ ହୋଇଯାଇଛି । ଏହି ର‌୍ୟାଲି ଜରିଆରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ୫ ସୂତ୍ରୀ ଦାବୀ ଉପସ୍ଥାପନ କରାଯାଇଛି । ଏଥିରେ କୁହାଯାଇଛି କି…

Parenting tips: ପିତାମାତାଙ୍କ ଏହି ଭୁଲ୍ ଯୋଗୁ ପିଲା ହୋଇଥାନ୍ତି ଜିଦିଆ ଓ ବଦ୍‌ରାଗୀ

ଓଡ଼ିଶା ଭାସ୍କର:ଛୋଟ ପିଲା ନିଜ ଆଖପାଖ ପରିବେଶରୁ ବହୁତ କିଛି ଶିଖିଥାଏ । କିଛି ପିଲାଙ୍କ ସ୍ୱଭାବ ବହୁତ ଶାନ୍ତ ଓ ସହଜ ହୋଇଥିବା ବେଳେ ଆଉ କିଛି ପିଲା ବହୁତ ଜିଦିଆ ଓ ରାଗୀ ହୋଇଥାନ୍ତି । ତେବେ ଆପଣ କେବେ ଭାବିଛନ୍ତି କି…