ରାୟଗଡ଼ାରେ ବସ୍ ଓଲଟି ମହିଳା ମୃତ, ୩୦ ଆହତ

ରାୟଗଡ଼(ଓଡ଼ିଶା ଭାସ୍କର): ବସ୍ ଓଲଟିବା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ୩୦ ଜଣ ଆହତଙ୍କ ମଧ୍ୟରୁ ୧୪ ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଏଭଳି ଏକ ମର୍ମନ୍ତୁଦ…

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ(ଓଡ଼ିଶା ଭାସ୍କର): ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍…

ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ମାମଲାରେ ଆସିଛି ଏକ ବଡ଼ ଖବର । ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଝୁଲନ୍ତା…

ଟ୍ରାଫିକର କେଉଁ ନିୟମ ଭାଙ୍ଗିଲେ କେତେ ଭରିବେ ଜରିମାନା? ଲିଷ୍ଟ୍ ଦେଖି ହୁଅ ସାବଧାନ୍

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ଘଟଣାକୁ କମ୍ କରିବା ପାଇଁ ଭାରତ ସରକାର ନିରନ୍ତର ଭାବେ ଚେଷ୍ଟା କରିଚାଲିଛନ୍ତି । ଦେଶରେ ଲାଗୁ ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚଳିତବର୍ଷ…

ଘରେ କାହାର ମୃତ୍ୟୁ ପରେ କାହିଁକି ଲଗାଯାଏନି ଚୁଲି? ଜାଣନ୍ତୁ ପୌରାଣିକ ଓ ବୈଜ୍ଞାନିକ କାରଣ

ଭୁବନେଶ୍ୱର: ସମସ୍ତ ଧର୍ମରେ ମୃତ୍ୟୁ ଓ ଏହା ପରର ଅନ୍ତିମ କ୍ରିୟାକୁ ନେଇ କିଛି ନିୟମ ଓ ପରମ୍ପରା ରହିଛି । ଗରୁଡ଼ ପୁରାଣରେ ଅନ୍ତିିମ ସଂସ୍କାର ଓ ଏହା ପରେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ କିଛି ନିୟମ ବିଷୟରେ…

(Video) ସାନ ଭାଇ ସହ ସ୍ତ୍ରୀ ଫେରାର୍: ଇଲେକ୍ଟ୍ରି ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା

ସମ୍ବଲପୁର(ଓଡ଼ିଶା ଭାସ୍କର): ସ୍ତ୍ରୀ ପାଇଁ ଇଲେକ୍ଟ୍ରି ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା । ଆତ୍ମହତ୍ୟା କରିବାକୁ କଲେ ଉଦ୍ୟମ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ସୋମବାର ସକାଳୁ ଏକ…

(Video) ଭୁବନେଶ୍ୱରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ବିଭିନ୍ନ ସ୍ଥାନରେ ଜମିଛି ପାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ଆଜି ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶା ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ…

ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ, ପୂର୍ବରୁ ନନ୍ଦିଘୋଷରେ ବି….

ପୁରୀ(ଓଡ଼ିଶା ଭାସ୍କର): ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଦେଖାଦେଇଛି ଫାଟ । ରଥ ନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଯାଞ୍ଚ ବେଳେ ଏହା ଜଣାପଡିଛି । ତାଳଧ୍ୱଜର ପଡ଼ିନାହାକା ଚକ ଓ ଦେବଦନଳର ବଡ଼ ଉଛୁଳା ଚକରେ ଫାଟ ଦେଖିବାକୁ…

ଓଡ଼ିଶାରେ ୩ ବର୍ଷ ଭିତରେ ୧୦,୧୨୯ ଦୁଷ୍କର୍ମ ମାମଲା: ଏହି ସହର ଆଗରେ ବୋଲି କହିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚିନ୍ତାଜନକ ଭାବେ ବଢ଼ିଚାଲିଛି ଦୁଷ୍କର୍ମ ମାମଲା । ୨୦୧୯ରୁ ୨୦୨୨ ମଧ୍ୟରେ ସାମ୍ନାକୁ ଆସିଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା । ଏହି ମାମଲାରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ…

(Video) ପଡୋଶୀଙ୍କ କୁକୁର ଭୁକିବାରୁ ରାଗିଲେ ଯୁବକ: ପରିବାର ଲୋକଙ୍କୁ ରଡରେ ପିଟି କରିଦେଲେ ରକ୍ତାକ୍ତ

ନୂଆଦିଲ୍ଲୀ: କୁକୁର ଭୁକିବାରୁ ହଙ୍ଗାମା । କୁକୁର ଭୁକିବାକୁ ନେଇ ଭୟଙ୍କର କାଣ୍ଡ ଘଟାଇଛନ୍ତି ଜଣେ ବ୍ୟକ୍ତି । କୁକୁର ଭୁକିବାରୁ ସେ କୁକୁର ସହ ମାଲିକଙ୍କ ପରିବାରର ୩ଜଣଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁ ଲୁହାଣ…