ଓଡ଼ିଶାରେ କରୋନା ତାଣ୍ଡବ: ଦିନକରେ ୧୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୪୬ ହୋଇଥିବା ବେଳେ…

ରାଷ୍ଟ୍ରପତି ପଦରୁ ହଟିବା ପରେ ରାମନାଥ କୋବିନ୍ଦଙ୍କୁ କେତେ ପେନସନ୍ ଓ କେଉଁ କେଉଁ ସୁବିଧା ମିଳିବ? ଜାଣନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବାକୁ ଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପରବର୍ତ୍ତୀ ରାଷ୍ଟ୍ରପତି ନିଯୁକ୍ତ ହେବେ ।…

ପୃଥିବୀର ତାପମାତ୍ରା ବଢ଼ିଲେ ଛୋଟ ହୋଇଯିବ ମଣିଷଙ୍କ ଉଚ୍ଚତା: ଷ୍ଟଡୀରୁ ଖୁଲାସା

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀର ଗ୍ରୀନ୍ ହାଉସ୍ ଗ୍ୟାସ୍ ଉପରେ ପ୍ରଭାବ ପଡୁଛି । ଏହି କାରଣରୁ ପୃଥିବୀର ତାପମାତ୍ରା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ କେବଳ ବରଫ ତରଳିବା ଏବଂ…

(Video) ମୁମ୍ବାଇରେ ଭୁଶୁଡିଲା କୋଠା: ୨୦ରୁ ୨୫ ଚାପିହୋଇ ରହିଥିବା ଆଶଙ୍କା

ମୁମ୍ବାଇ: ମୁମ୍ବାଇର କୁର୍ଲା ନାସିକାନଗରରେ ଭୁଶୁଡିପଡ଼ିଛି ୪ ମହଲା କୋଠା । ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ବିଳମ୍ବିତ ରାତିରେ ଭୁଶୁଡି ପଡିଥିଲା ୪…

ମାତ୍ର ୨୫୦ ଟଙ୍କାରେ ଖୋଲନ୍ତୁ ଏହି ଆକାଉଣ୍ଟ: ମିଳିବ ୧୫ ଲକ୍ଷ, ଜାଣନ୍ତୁ କିପରି ?

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଯଦି ଆପଣ ଆପଣଙ୍କ ଝିଅର ଶିକ୍ଷା ଓ ତାଙ୍କ ବିବାହର ଖର୍ଚ୍ଚ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ଏଥିପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ।…

ଗୁପ୍‌ଚୁପ୍‌ ବିକ୍ରି ଉପରେ ଲାଗିଲା କଟକଣା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ନେପାଳର ରାଜଧାନୀ କାଠମାଣ୍ଡୁ ଘାଟିର ଲଲିତପୁର ମହାନଗରରେ ପାନି ପୁରୀ (ଗୁପଚୁପ ) ବିକ୍ରି ଉପରେ କଟକଣା ଲାଗିଛି । ଏହି ସ୍ଥାନରେ ହଇଜା ହେଉଥିବାରୁ ଗୁପଚୁପକୁ ବନ୍ଦ କରିଦିଆଯାଇଛି। ସହରରେ ଗୁପଚୁପ୍‌…

ବୋହୂ ସହ ଚାଲିଥିଲା ଶଶୁରର ରାସଲୀଳା: ଅଚାନକ୍ ପହଞ୍ଚିଗଲା ପୁଅ, ଆପତ୍ତିଜନକ ସ୍ଥିତିରେ ଦେଖି…

ଅମରୋହ: ଆଜିକାଲି କିଛି ଲୋକଙ୍କ ପାଇଁ ସମ୍ପର୍କରେ କଳଙ୍କ ଲାଗୁଛି । କେଉଁଠି ବାପ-ଝିଅ ନାଁରେ ତ ଆଉ କେଉଁଠି ମା-ପୁଅ ନାଁରେ କଳଙ୍କ ଲାଗୁଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ଅମରୋହରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ…

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା, ସାଥିରେ ଥିଲେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପରେ ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ସେ ନିଜର ନାମାଙ୍କନ ଦାଖଲ…

ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପୁରୀ(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି ।  ଆଉ ୩ ଦିନ ପରେ ରଥଯାତ୍ରା ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ…

ପୁଣି ମାଡ଼ିଲା କରୋନା: ଦିନକରେ ଦେଶରୁ ବାହାରିଲେ ୧୭ ହଜାର ପଜିଟିଭ୍, ଜାଣନ୍ତୁ ଓଡ଼ିଶାରୁ କେତେ ?

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଭାଇରସ୍ ପୁଣିଥରେ ବ୍ୟାପିବାରେ ଲାଗିଛି । ଦିନକୁ ଦି ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭,୦୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣଙ୍କର…