ତୃତୀୟ ଥର ପାଇଁ EDରେ ହାଜର ହେବେ ରାହୁଲ ଗାନ୍ଧୀ: ଜାଣନ୍ତୁ ଜେରା ସମ୍ବନ୍ଧିତ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡେ ମାମଲାରେ ତୃତୀୟ ଥର ପାଇଁ ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜେରା କରିବ ପ୍ରବର୍ତ୍ତନ ନ୍ୟାୟାଳୟ(ଇଡି) । ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ଅର୍ଥାତ୍ ଗତକାଲି…

FD ଜମାରାଶିର ସୁଧହାର ବୃଦ୍ଧି କଲା SBI

ନୁଆଦିଲ୍ଲୀ: ଫିକ୍ସଡ୍ ଡିପୋଜିଟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୁଧହାର ବୃଦ୍ଧି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ରେପୋରେଟ୍ ବୃଦ୍ଧି କରିବାରୁ SBI ଏଭଳି ପଦକ୍ଷେପ ନେଇଛି । SBI ୱେବସାଇଟର…

(Video) ସୂର୍ଯ୍ୟରେ ୮ ଘଣ୍ଟା ଧରି ବିସ୍ଫୋରଣ: ସୌରଝଡର ଘନେଇଲା ବିପଦ

ନୂଆଦିଲ୍ଲୀ: ପୂର୍ବରୁ କିଛି ମାସ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ଘଟଣା ବର୍ତ୍ତମାନ ବଢ଼ିଚାଲିଛି । ସୋମବାର ଏକ ବଡ଼ ବିସ୍ଫୋରଣ ଘଟିଛି ଯାହାକି ଲଗାତର ଭାବେ ୮ ଘଣ୍ଟାଧରି ଚାଲିଥିଲା । ଏହାକୁ ନାସାର ସୋଲାର ଡାଇନେମିକସ…

୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରଜର ପ୍ରଥମ ଦିନରେ ତାତିର ପ୍ରଭାବ ଆହୁରି ବଢ଼ିଯାଇଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ…

PUBG ମର୍ଡର ଘଟଣାରେ ଭଉଣୀର ଖୁଲାସା: କହିଲେ- ‘ମା କୁ ମାରିବା ପରେ ରାତିରେ କାହାକୁ ଦେଖା କରିବାକୁ ଯାଇଥିଲା ଭାଇ’

ଲକ୍ଷ୍ନୌ: ଊତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନାବାଳକ ଦ୍ୱାରା ମା’ର ହତ୍ୟା ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ଖୁଲାସା ହେଉଛି । କୁହାଯାଉଛି ଯେ, ମହିଳାଙ୍କ ହତ୍ୟା ଉପରେ କୌଣସି ତୃତୀୟ ସଦସ୍ୟଙ୍କ ନଜର ଥିଲା ।…

ଏନକାଉନଣ୍ଟରେ ଟଳିଲେ ୨ ଆତଙ୍କବାଦୀ: ବ୍ୟାଙ୍କ ମ୍ୟାନେଜର ହତ୍ୟାରେ ସାମିଲ ମହମ୍ମଦ ଲୋନ ନିହତ

କାଶ୍ମୀର: ସେନାର ଏନକାଉଣ୍ଟରେ ଟଳିଲେ ୨ ଆତଙ୍କୀ । ସୋପିଆନରେ ଲସ୍କର-ଇ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିକଟରେ ଟାର୍ଗେଟ କିଲିଂ ସମୟରେ ବ୍ୟାଙ୍କ ମ୍ୟାନେଜର ବିଜୟଙ୍କ ହତ୍ୟାକାଣ୍ଡରେ ସାମିଲ…

ମୋଦୀ ସରକାରଙ୍କ ଏହି ଯୋଜନା ଆପଣଙ୍କୁ କରିଦେବ କୋଟିପତି: ମାତ୍ର ୧୨୫୦୦ ଟଙ୍କା ଜମା କରିବା ଉପରେ ମିଳିବ ୧ କୋଟି!

ନୂଆଦିଲ୍ଲୀ: ଯଦି ଆପଣ ନିବେଶ କରିବାକୁ କୌଣସି ସରକାରୀ ଯୋଜନା ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବରଟି ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି, ଯେଉଁଥିରେ ଆପଣ ୧ କୋଟି ଟଙ୍କାର ଫଣ୍ଡ ଜମା…

ପ୍ରତିଦିନ ସକାଳୁ ଉଠି କାମ ଏହି କରନ୍ତୁ: ଧନବର୍ଷା କରିବେ ମା’ ଲକ୍ଷ୍ମୀ

ଭୁବନେଶ୍ବର : ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହୁ । ବାସ୍ତୁ ଶାସ୍ତ୍ର ଏପରି ବହୁ ଉପାୟ ଅଛି ଯାହାକୁ ଆପଣେଇ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ ।…

ସ୍ୱାମୀଙ୍କ ଭାଗ୍ୟ ବଦଳାଇଥାନ୍ତି ଏହି ୪ ତାରିଖରେ ଜନ୍ମିତ ଝିଅ

୧ ରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ମୋଟ ୯ ମୂଳାଙ୍କ ରହିଥାଏ । ଅଙ୍କ ଜ୍ୟୋତିଷରେ ଜନ୍ମ ତାରିଖ ନମ୍ବର ଆଧାରରେ ଭବିଷ୍ୟବାଣୀ କରାଯାଇଥାଏ । ମୂଳାଙ୍କ କୌଣସି ବି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ଉପରେ ଗଭୀର ପ୍ରଭାବ…

ମହିମାଙ୍କ ପୂର୍ବରୁ ବଲିଉଡର ଏହି ସେଲିବ୍ରେଟିଙ୍କୁ ହୋଇସାରିଛି କ୍ୟାନ୍ସର

କ୍ୟାନସର୍ ଏଭଳି ଏକ ମାରାତ୍ମକ ରୋଗ ଯାହାର ନାଁ ଶୁଣିଲେ ସମସ୍ତଙ୍କ ମନରେ ଏକ ଭୟ ଆସିଯାଏ । ଏହି ରୋଗର ଶିକାର ହୋଇ ଦୁନିଆର ବହୁ ଲୋକ ମୃତ୍ୟୁବରଣ କରିଥିବା ବେଳେ କିଛି ଲୋକ ଏହାକୁ ସଂଘର୍ଷ କରି ପୁଣିଥରେ ଏକ ନୂଆ ଜୀବନ…