ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୨ ନୂଆ ବିଚାରପତି

କଟକ(ଓଡ଼ିଶା ଭାସ୍କର): ଓଡିଶା ହାଇକୋର୍ଟରେ ଆଜି ଶପଥ ନେଇଛନ୍ତି ୨ ନବ ନିଯୁକ୍ତି ବିଚାରପତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଆଇଜୀବୀ ସଞ୍ଜୟ ମିଶ୍ର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଉଭୟଙ୍କୁ ଶପଥପାଠ…

(Video) ବାର୍ଦ୍ଧକ୍ୟ ବେଳେ ଉଚ୍ଛୁଳା ପ୍ରେମ! ୯ ବର୍ଷର ଝିଅକୁ ‘ପତ୍ନୀ’ କରିବା ପାଇଁ କିଣିଲା ୫୫ ବର୍ଷୀୟ ବୃଦ୍ଧ

କାବୁଲ: ତାଲିବାନ୍ ଶାସିତ ଆଫଗାନିସ୍ତାନରୁ ଏକ ଛୋଟ ଝିଅର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓର ପ୍ରଥମ ଝିଅଟି ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ନଜର ଆସିଛି ଓ ଏହା ପରେ ତାଙ୍କ ମାତା-ମାତା…

ମୋବାଇଲ ଗେମ୍ ନେଲା ୧୬ ବର୍ଷୀୟ ନାବାଳକର ଜୀବନ! ମା’ ଫୋନ୍ ନେଇଯିବାରୁ ଟ୍ରେନ୍ ଆଗରେ ଡେଇଁପଡ଼ିଲା

ମୁମ୍ବାଇ: ଅନଲାଇନ୍ ମୋବାଇଲ ଗେମ୍ କମ୍ ବୟସର ପିଲାଙ୍କୁ ଏପରି ନିଜର ଶିକାର କରିଛି ଯେ, ସେମାନେ ଏଥିପାଇଁ ଜୀବନ ଦେବାକୁ ବା ନେବାକୁ ମଧ୍ୟ ପଛାଉନାହାନ୍ତି । ନିକଟରେ ଉତ୍ତରପ୍ରଦେଶ ଲଖନଉରେ ଏକ ମାମଲା ସାମ୍ନାକୁ…

ଭଞ୍ଜନଗରରେ ଅଘଟଣ: ଭାଉଜକୁ ମରଣାନ୍ତକ ଆକ୍ରମଣ କରି ଜେଲ ଗଲା ଦିଅର

ଭଞ୍ଜନଗର, (ଓଡ଼ିଶା ଭାସ୍କର) : ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବେରୁଆଁବାଡି ଗ୍ରାମର ଘଟିଛି ଅଘଟଣ । ପୂର୍ବଶତ୍ରୃତାକୁ ନେଇ ଦିଅର ମାଡରେ ଭାଉଜ ଗୁରୁତର । ଗାଲେରୀ ଫାଣ୍ଡିରେ ଭାଉଜର ମା ଶାନ୍ତି ନାଇକଙ୍କ…

ସରକାରୀ କାମରେ ଅବହେଳା: ନିଶ୍ଚିତକୋଇଲରେ ମୃତ ବ୍ୟକ୍ତିଙ୍କୁ ମିଳୁଛି ଭତ୍ତା

ନିଶ୍ଚିନ୍ତକୋଇଲ, (ଓଡ଼ିଶା ଭାସ୍କର) : ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ନିର୍ବାଚିତ ଲୋକ ପ୍ରତିନିଧି ବିଭାଗୀୟ ଅଧିକାରୀ କିପରି ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଇ ଆତ୍ମସାତ କରୁଛନ୍ତି, ତାହାର ଏକ ନଗ୍ନ…

୧୬ଟି ରାଜ୍ୟସଭା ଆସନରେ ଆଜି ନିର୍ବାଚନ: ସମ୍ପୂର୍ଣ୍ଣ ଭିଡିଓଗ୍ରାଫିରେ ହେବ ଭୋଟ ଗ୍ରହଣ ପ୍ରକ୍ରିୟା

ନୂଆଦିଲ୍ଲୀ: ୪ଟି ରାଜ୍ୟର ୧୬ଟି ରାଜ୍ୟସଭା ଆସନରେ ଆଜି ନିର୍ବାଚନ ହେବ । ସେହି ୪ଟି ରାଜ୍ୟ ହେଉଛି ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଓ କର୍ଣ୍ଣାଟକ । ୧୬ଟି ଆସନରେ ଭୋଟ ଗ୍ରହଣ କରାଯିବ । ସେଥିରେ ହରିୟାଣାର ୨,…

ଶୁଭ ଫଳ ପାଇବାକୁ ଚାହୁଁଛନ୍ତି କି ? ମନ୍ତ୍ର ଜପ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ

ପୂଜା କରିବା ସମୟରେ ସାଧାରଣତଃ ଲୋକେ ମନ୍ତ୍ର ଜପ କରିବା ଦେଖିବାକୁ ମିଳେ। ମନ୍ତ୍ର ଜପ କରିବା ଦ୍ବାରା ଏହାର ସକରାତ୍ମକ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ସତ କିନ୍ତୁ ଭୁଲ ମନ୍ତ୍ର ଜପ କରିବା ଦ୍ବାରା ଏହାର କୁପ୍ରଭାବ…

ଆଜି ବି ଜଳିବ ପଶ୍ଚିମ ଓଡ଼ିଶା: ଗ୍ରୀଷ୍ମପ୍ରବାହକୁ ନେଇ ୭ ଜିଲ୍ଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସହ୍ୟ ତାତିରେ ଜଳୁଛି ଓଡ଼ିଶା । ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।…

ମୌସୁମୀ ଦୁର୍ବଳ: ରଜରେ ଭିଜିବନି ଓଡ଼ିଶା, ବରଂ ଆହୁରି ସିଝିବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୌସୁମୀ ବାୟୁ ଦୁର୍ବଳ ହେବା କାରଣରୁ ଓଡ଼ିଶାରେ ପ୍ରବେଶ ବିଳମ୍ବିତ ହେଉଛି । ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ ହୋଇଛି । ଏନେଇ ଆଇଏମଡି ବରିଷ୍ଠ ବୈଜ୍ଞାନିକ…

ଭୁବନେଶ୍ୱର ଘାଟିକିଆରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ମାରିବା ପରେ ଝିଅର ତଣ୍ଟି କାଟିଲା ନୃଶଂସ ବାପା, ଜାଣନ୍ତୁ କ’ଣ କହିଲେ DCP

ଭୁବନେଶ୍ୱର(ଓଡ଼ିଶା ଭାସ୍କରା): ଭୁବନେଶ୍ୱର ଘାଟିକିଆରେ ଆଜି ଘଟିଛି ଏକ ବୀଭତ୍ସ କାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କେବଳ ଏତିକି ନୁହେଁ, ସ୍ତ୍ରୀକୁ ହତ୍ୟା କରିବା ପରେ ୬ ବର୍ଷର ଝିଅକୁ ବି…