ଯୋଡ଼ାରେ ଦୁର୍ଘଟଣା: ଟ୍ରେନ୍ ଧକ୍କାରେ ଚାଲିଗଲା ୩ ହାତୀଙ୍କ ଜୀବନ

ଯୋଡ଼ା(ଓଡ଼ିଶା ଭାସ୍କର): ମାଲବାହୀ ଟ୍ରେନ୍ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ହୋଇଛି । ମା’ ଓ ଛୁଆ ସମେତ ୩ ହାତୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି । ଚିକିତ୍ସିତ…

ଖୁସି ଖବର: ରେଲ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୪% ବୃଦ୍ଧି

ନୂଆଦିଲ୍ଲୀ: ରେଳ ବିଭାଗ ନିଜ କର୍ମଚାରୀଙ୍କୁ ଦେଇଛି ଏକ ବଡ଼ ଉପହାର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବି ଡିଏରେ ବମ୍ପର ବୃଦ୍ଧି ସହ ୧୦ ମାସର ବକେୟା ଦେବାକୁ ନିଷ୍ପତ୍ତି ନେଇଛି ରେଲୱେ । ମନି କଣ୍ଟ୍ରୋଲ ଅନୁସାରେ,…

କଂଗ୍ରେସକୁ ଝଟକା: ବିଜେପିରେ ମିଶିଲେ ସୁନୀଲ ଜାଖର୍

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ଥିବା ସୁନିଲ ଜାଖର ଆଜି ବିଜେପିରେ ମିଶିଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ…

ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନର ୧୧ତମ କିସ୍ତି: କୃଷିମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୧ତମ କିସ୍ତି କୁ ଚାଷୀମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ପିଏମ କିଷାନ ଯୋଜନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଚାଷୀଙ୍କ…

ଶେଷରେ ST କମିଶନରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

କେନ୍ଦୁଝର(ଓଡ଼ିଶା ଭାସ୍କର): ଶେଷରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଜାତୀୟ ଜନଜାତି କମିଶନଙ୍କ ପାଖରେ ହାଜର ହୋଇଛନ୍ତି ଜିଲ୍ଲାପାଳ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ସେ ହାଜର…

ବିଛିନ୍ନବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ : ସ୍ୱୀକାର କଲେ ସମସ୍ତ ଅପରାଧ

ଶ୍ରୀନଗର: କାଶ୍ମୀର ବିଛିନ୍ନତାବାଦ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୟାସିନ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ ଏନଆଇଏ କୋର୍ଟ । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସେ ଦୋଷୀ…

‘ସ୍ୱପ୍ନର କାର୍’ରେ ତାଜ୍ ହୋଟେଲ ପହଞ୍ଚିଲେ ରତନ ଟାଟା: ଭିଡିଓ ଦେଖିଲେ ଆପଣ ବି…

ନୂଆଦିଲ୍ଲୀ: ଭାରତର ଜଣାଶୁଣା ଶିଳ୍ପପତି ବା ଟାଟା ଗ୍ରୁପର ଚେୟାରମ୍ୟାନ୍ ରତନ ଟାଟାଙ୍କ ଜୀବନଶୈଳୀର ଅନେକ କାହାଣୀ ରହିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି…

ATMରୁ ଟଙ୍କା ଉଠାଣ ନିୟମ ବଦଳିଲା: ନଜାଣିଲେ ଅଟକିଯିବ ଆପଣଙ୍କ କ୍ୟାସ୍

ନୂଆଦିଲ୍ଲୀ: ATMରୁ ଟଙ୍କା ଉଠାଇବ ନିୟମ ବଦଳିଯାଇଛି । ATMରୁ ଟଙ୍କା କାରବାରକୁ ଅଧିକ ସୁରକ୍ଷିତ କରିବା ପାଇଁ ନିୟମ ପରିବର୍ତ୍ତନ କରିଛି SBI । ଆସନ୍ତୁ ଜାଣିବା କ’ଣ ରହିଛି ନିୟମ । ଏଣିକି ଏଟିଏମରୁ ଟଙ୍କା ଉଠାଇବା…

ମଦ ଖୋଜୁଥିଲେ ସରକାରୀ ଅଧିକାରୀ: ବିପୁଳ ପରିମାଣର ମିଳିଲା ରୂପା

ଗୋପାଳଗଞ୍ଜ: ଆଳୁ ଖୋଳୁ ଖୋଳୁ ମହାଦେବ । ମଦ ଖୋଜୁଥିବା ସରକାରୀ ଟିମ ହାତରେ ଲାଗିଛି ବିପୁଳ ପରିମାଣର ରୂପା । ସୂଚନା ଅନୁସାରେ, ବିହାରରେ ମଦ ବନ୍ଦ ଆଇନ ଲାଗୁ ହୋଇଛି । ଏପରି ପରିସ୍ଥିତିରେ ମଦ ବେପାରୀଙ୍କ ବିରୋଧରେ ବଡ଼…

ଭୁବନେଶ୍ୱରରେ ହତ୍ୟାକାଣ୍ଡ: ଶିଖରଚଣ୍ଡୀ ପାହାଡରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରୁ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଳମ୍ବିତ ରାତିରେ ହସ୍ପିଟାଲ ନେବା ବାଟରେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକ ନନ୍ଦନକାନନ ଥାନା…