କ୍ୟାଟ୍ରିନାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ!
ନୂଆଦିଲ୍ଲୀ: ବଲିଉଡ ଦମ୍ପତ୍ତି ଭାବେ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ଯୋଡ଼ିକୁ ଅନେକ ପସନ୍ଦ କରନ୍ତି । ଫିଲ୍ମ ବ୍ୟତୀତ ଦୁହେଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେମାନେ…