ଅଚାନକ୍ ୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି, ବ୍ୟାଙ୍କ କର୍ମଚାରୀ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଯଦି ଆପଣଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଚାଲିଆସେ, ତେବେ ଆପଣଙ୍କ ପ୍ରତିକ୍ରିୟା କିପରି ରହିବ? ସେହିପରି ଏକ ଘଟଣା ବିହାର କୋଟିହାରରେ ଘଟିଛି, ଯେଉଁଠାରେ ୨ ସ୍କୁଲ ଛାତ୍ରଙ୍କ ଆକାଉଣ୍ଟରକୁ ଅଚାନକ୍ ୯୬୦…

ମହାନଦୀରେ ମଧ୍ୟମ ଧରଣର ବନ୍ୟା, ଦେଖନ୍ତୁ କ’ଣ କହିଲେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାଚ ଜନିତ ଲଗାଣ ବର୍ଷା କାରଣରୁ ଜଳମଗ୍ନ ଓଡ଼ିଶା । ହୀରାକୁଦ ଓ ମହାନଦୀ ଜଳସ୍ତର ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ହୀରାକୁଦ ତଳ ମୁଣ୍ଡରେ ବର୍ଷା…

ସାମାନ୍ୟ ବଚସାରୁ ମହାଭାରତ: ଡବଲ ମର୍ଡର ଘଟଣାରେ ଦୁଇ କିନ୍ନରଙ୍କ ସମେତ ୭ ଗିରଫ

ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଘଟିଥିବା ଡବଲ ମର୍ଡର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ୨ କିନ୍ନରଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ…

ବିଜେଡ଼ିରେ ମିଶିଲେ କଂଗ୍ରେସ ନେତା ଚନ୍ଦ୍ରଶେଖର ମାଝୀ

କୋରାପୁଟ(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ରାଜନୀତି । ଏହାରି ମଧ୍ୟରେ ଆଜି ବିଜେଡ଼ିରେ ଯୋଗଦେଇଛନ୍ତି କଂଗ୍ରେସ ନେତା ଚନ୍ଦ୍ରଶେଖର ମାଝୀ । କଂଗ୍ରେସକୁ ବାଏ ବାଏ କରି ବିଜେଡିରେ ବିଧିବଦ୍ଧ…

ଶାଳୀକୁ ନେଇ ପଳାଇବାର ୬ ମାସ ପରେ ମନେପଡିଲା ପତ୍ନୀ କଥା, ଦୁହିଁଙ୍କ ସହ ସମ୍ପର୍କ ପରେ କଲା କିଛି ଏପରି କାମ…

ଅହମଦାବାଦ: ଆଜିକାଲିର ପ୍ରେମ ଘଣ୍ଟାର କଣ୍ଟା କରି ବଦଳିବାରେ ଲାଗିଛି । ଏଥିରେ କିଏ ବରବାଦ୍ ହେଉଛି ତ ଆଉ କିଏ କାହାର ଜୀବନ ନେବାକୁ ପଛଉନାହିଁ । ସେହିପରି ଗୁଜୁରାଟର ଅହମଦାବାଦଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ…

ସରକାରଙ୍କ ସତର୍କ ସୂଚନା ! ୩୦ ସେପ୍ଟେମ୍ବର ପୂର୍ବରୁ କରିଦିଅନ୍ତୁ ଏହି କାମ, ନହେଲେ ଜୋରିମାନା

ନୂଆଦିଲ୍ଲୀ: ପାନ୍ କାର୍ଡଧାରୀଙ୍କ ପାଇଁ ଆସିଛି ବଡ଼ ଖବର । ପାନ୍ ଓ ଆଧାରକୁ ଲିଙ୍କ କରିବା ନେଇ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି । ଯଦି ୩୦ ସେପ୍ଟେମ୍ବର ପୂର୍ବରୁ ଆଧାର ଓ ପାନ୍ ଲିଙ୍କ ନହୁଏ, ତେବେ ଆପଣଙ୍କ…

ମରିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ, ସ୍ୱପ୍ନରେ ମହିଳାଙ୍କ ସହ ସମ୍ବନ୍ଧ…

ମୃତ୍ୟୁର ନାଁ ଶୁଣିଲେ ସମସ୍ତେ ଭୟ କରନ୍ତି, କିନ୍ତୁ ଏହା ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି । ମରିବା ସମୟରେ କିପରି ଅନୁଭବ ହୋଇଥାଏ, ଏହାକୁ ନେଇ ଅନେକ ସନ୍ଧାନ ଓ ଅଧ୍ୟୟନ ବି ଚାଲିଛି । ମୃତ୍ୟୁ ପରେ ଆତ୍ମାର ଯାତ୍ରା…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଜି ପୁଣି ଡ୍ରାମର ୬ଟି ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ୍ ଖୋଲାଯାଇଛି ।…

ଆଜିଠାରୁ JEE ଆଡଭାନ୍ସଡ ପଞ୍ଜୀକରଣ

ନୂଆଦିଲ୍ଲୀ: ଆଜି ଅପରାହ୍ଣରୁ ଆରମ୍ଭ ହେଉଛି ଜେଇଇ ଆଡଭାନ୍ସଡ ପଞ୍ଜୀକରଣ । ଆଇଆଇଟି ନାମଲେଖା ପାଇଁ ଅକ୍ଟୋବର ୩ରେ ହେବ ଜେଇଇ ଆଡଭାନ୍ସଡ ପରୀକ୍ଷା । ଜେଇଇ ମେନ୍ର ପ୍ରଥମ ୨.୫ ଲକ୍ଷ ରାଙ୍କକୁ ପଞ୍ଜୀକରଣ ପାଇଁ ଅନୁମତି…

ଓଡ଼ିଶାରୁ ପୁଣି ବାହାରିଲେ ୪୫୭ ପଜିଟିଭ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇବାରେ ଲାଗିଛି । ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି…