ଓଡ଼ିଶାରୁୁ ଆଜି ୬୩୦ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ?

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୪୮ ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବ କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ ଏବଂ…

ମହିଳା ରୋଗୀଙ୍କ ସହ ଦୁଷ୍କର୍ମ କରୁଥିଲା କମ୍ପାଉଣ୍ଡର, ସ୍ୱାମୀ ଦେଖିଦେବାରୁ…

ଆଜମଗଡ଼: ଉତ୍ତରପ୍ରଦେଶ ଆଜମଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ଘରୋଇ ହସ୍ପିିଟାଲରେ ଭତ୍ତି ହୋଇଥିବା ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଛି କମ୍ପାଉଣ୍ଡର । ଅଭିଯୋଗ ଆଧାରରେ ପୋଲିସ…

ମାଗଣାରେ ଦେଖନ୍ତୁ ଏହି ୧୩ଟି ଭୂତ ଫିଲ୍ମ, ଯାହା ବଦଳରେ କମ୍ପାନୀ ଦେବ ୧ ଲକ୍ଷ ଟଙ୍କାର ପୁରସ୍କାର

ସାଧାରଣତଃ ଲୋକମାନେ ଖାଲି ସମୟରେ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ଓ ଏଥିପାଇଁ ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାରକୁ ମଧ୍ୟ ପଛାନ୍ତି ନାହିଁ । କିନ୍ତୁ ଆପଣ ଜାଣନ୍ତି କି, ଆପଣ ଭୂତ ଫିଲ୍ମ ଦେଖି ମଧ୍ୟ ଟଙ୍କା…

ଅଭିନେତା ସାଇ ଧରମ ତେଜ ସଡ଼କ ଦୁର୍ଘଟଣାରେ ଗୁରୁତର, ଏବେ ସୁଧୁରୁଛି ସ୍ଥିତି

ହାଇଦ୍ରାବାଦ: ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ତେଲୁଗୁ ଚଳଚ୍ଚିତ୍ରର ଅଭିନେତା ସାଇ ଧରମ ତେଜ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ଖବର ମୁତାବକ, ସେ ଏକ ସ୍ପୋର୍ଟସ ବାଇକ୍ ଚଳାଉଥିବା ବେଳେ କାଦୁଅରେ…

ଟ୍ରକକୁ ପଛପଟୁ ପିଟିଲା ବାଇକ୍, ୨ ମୃତ

ଭଦ୍ରକ: ରାସ୍ତାରେ ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ଭଦ୍ରକ ଏନଏଚ-୧୬ ଭଣ୍ଡାରିପୋଖରୀ ଛକ ନିକଟରେ ହୋଇଛି ଏହି ଦୁର୍ଘଟଣା । ମିଳିଥିବା ସୂଚନା…

ବାହାଘରର ୧୬ ବର୍ଷ ପରେ ସ୍ୱାମୀ ଖୋଲିଲେ ଏପରି ରାଜ୍, ପତ୍ନୀ ହୋଇଗଲେ ଆଚମ୍ବିତ

ନୂଆଦିଲ୍ଲୀ: ବୈବାହିକ ଜୀବନରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଭଳି ପରିସ୍ଥିତିରେ ଯଦି ବାହାଘରର ଅନେକ ବର୍ଷ ପରେ ସ୍ୱାମୀ ଏପରି କିଛି ସ୍ୱୀ ସାମ୍ନାରେ ଖୁଲାସା କରେ, ଯାହା ବିଷୟରେ…

ଦୁନିଆର ଏପରି କିଛି ସ୍ଥାନ, ଯେଉଁଠି କେବେ ବି ହୋଇନଥାଏ ରାତି

ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ତ ପ୍ରାକୃତିକ ଘଟଣା । ପୂର୍ବ କାଳରେ ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତ ହେବାରୁ ସମୟ ଜାଣୁଥିଲେ ଲୋକେ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ଏପରି କିଛି ସ୍ଥାନ ରହିଛି, ଯେଉଁଠାରେ କେବେ ବି ସୂର୍ଯ୍ୟ…

ମମତା ବାନାର୍ଜୀଙ୍କୁ ଟକ୍କର ଦେବେ ପ୍ରିୟଙ୍କା, ବିଜେପି ଘୋଷଣା କଲା ପ୍ରାର୍ଥୀ

କୋଲକାତା: ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ପାଇଁ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବ ନିର୍ଦ୍ଧାରିତ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରର ଟିଏମସି ପ୍ରାର୍ଥୀ…

ରାଜ୍ୟରେ ଅଢ଼େଇ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର,(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଠିକାକରଣରେ ଆଉ ଏକ ମାଇଲଖୁଣ୍ଟି ଅତିକ୍ରମ କରିଛି । ରାଜ୍ୟରେ ଅଢ଼େଇ କୋଟି ଟପିଛି ଟିକାକରଣ ।…