ନକଲି ସୂର୍ଯ୍ୟ ପରେ ଚୀନର ‘ନକଲି ଚନ୍ଦ୍ର’, ଦୂର ହେବ ବିଜୁଳି ବିଲ୍

ସାଇନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ଚୀନ ଲଗାତାର ବଡ଼ ବଡ଼ କାରନାମା କରିବାରେ ଲାଗିଛି । ‘ନକଲି ସୂର୍ଯ୍ୟ’ ପରେ ଏବେ ଚୀନ୍ ‘ନକଲି ଚନ୍ଦ୍ର’ ବି ତିଆରି କରିଛି । ଚୀନର କହିବା ମୁତାବକ, ଏହି ନକଲି ଚନ୍ଦ୍ର ଯୋଗୁଁ ବିଜୁଳି…

ବଦଳିଲା ଟ୍ରେନରେ ଯାତ୍ରା କରିବାର ନିୟମ, ଏପରି କରୁଥିବା ଲୋକଙ୍କ ଉପରେ…

ନୂଆଦିଲ୍ଲୀ: ଭାରତୀୟ ରେଲୱେ ପକ୍ଷରୁ ଟ୍ରେନରେ ଯାତ୍ରା କରିବା ନିୟମରେ କିଛିି ପରିବର୍ତ୍ତନ କରାଯାଇଛି । ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ନିୟମ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।…

ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ: ନାମାଙ୍କନ ବନ୍ଦ, ଦେଖନ୍ତୁ ଭିଡ଼ିଓ

ମୋହନା(ଓଡ଼ିଶା ଭାସ୍କର): ଭୋଟର ତାଲିକାରେ ନାଁ ନଥିବା ଯୋଗୁଁ ପଞ୍ଚାୟତ ଅଫିସରରେ ତାଲା । ଏହା ସହ ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସାମ୍ନାରେ ବସି ଧାରଣା ଦେଇଛନ୍ତି ଗ୍ରାମବାସୀ । ଚଳିତ ପଞ୍ଚାୟତ ନିର୍ବାଚନରେ ଗଜପତି…

ଶ୍ମଶାନରେ ମୃତ ଶିଶୁ ଜୀବିତ ହେବା ଘଟଣା; ଚିକିତ୍ସାଧୀନ ଅବସ୍ଥାରେ ଶିଶୁ ମୃତ, ଦେଖନ୍ତୁ Video

କେନ୍ଦୁଝର(ଓଡ଼ିଶା ଭାସ୍କର): ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ନବଜାତ ଶିଶୁକୁ ଶ୍ମଶାନରେ ପୋତାଯାଉଥିବା ବେଳେ ହଠାତ୍ କାନ୍ଦି ଉଠିବା ପରେ ହଟାତ୍ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକର…

ଚାନ୍ଦିପୁରରୁ ITCM କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଚାନ୍ଦିପୁର ଘାଟିରୁ ଚାନ୍ଦିପୁରରୁ ITCM କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ ହୋଇଛି । ଆଇଟିଆର ୩ ନମ୍ବର ଲଞ୍ଚପ୍ୟାଡରୁ ୧୦ଟା ୪୫ରେ ପରୀକ୍ଷଣ ହୋଇଛି । ସୁପରସୋନିକ୍ କ୍ରୁଜ୍…

ବିବାଦୀୟ ବୁଲିବାଇ ଆପ୍: ଓଡ଼ିଶାରୁ ଜଣେ ଗିରଫ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲାରେ ଆସିଛି ବଡ଼ ଖବର । ଏହି ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଓଡ଼ିଶାରୁ ଜଣକୁ ଗିରଫ ନେଇ ଏଏନଆଇ…

ଅରୁଣାଚଳ ପ୍ରଦେଶରେ ପଶି ୧୭ ବର୍ଷିୟ ଯୁବକଙ୍କୁ ଅପହରଣ କଲା ଚୀନ୍, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଚୀନର ‘ପିପୁଲସ୍ ଲିବରେସନ୍ ଆର୍ମି’ (ପିଏଲ୍ଏ) ଏକ ବଡ଼ କାଣ୍ଡ କରିଛନ୍ତି । ଚୀନ୍ ଲାଗାତାର ଭାବେ ଅରୁଣାଚଳ ପ୍ରଦେଶରେ ଭାରତୀୟ ଅଂଶକୁ ନିଜର ବୋଲି ଦାବି…

ଭଲ ପ୍ରଦର୍ଶନ କରିଥିବା ସ୍କୁଲ ପିଲାଙ୍କୁ ଉପହାରରେ ମିଳିଲା ଘୁଷୁରୀ, ଭିଡ଼ିଓ ଭାଇରାଲ

ବିଜିଂ: ସାଧାରଣତଃ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଉତ୍ସାହ ବଢ଼ାଇବାକୁ ପୁରସ୍କାରରେ ସମ୍ମାନୀତ କରାଯାଏ । କିନ୍ତୁ ଚୀନର ଏକ ସ୍କୁଲରେ ପିଲାଙ୍କୁ ଉପହାର ଭାବେ ଯାହା ଦିଆଗଲା, ତାହା ଆପଣ ପୂର୍ବରୁ କେବେ ବି…

ଅଧିକ ସମୟ ରହୁଛି କି କରୋନା ଏହି ଲକ୍ଷଣ? ଅନୁଭବ କରିବା ମାତ୍ରେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲା ଦେଶରେ ବଢ଼ିବାରେ ଲାଗିଛି । ଆଜି ଦୈନିକ ସଂକ୍ରମଣ ୩ ଲକ୍ଷ ଅତିକ୍ରମ କରିଛି । ଏହାରି ମଧ୍ୟରେ ପ୍ରତିଦିନ ଲକ୍ଷାଧିକ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି । ସୁସ୍ଥ ହେଉଥିବା ଲୋକଙ୍କ…

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍: ଜାଣନ୍ତୁ କେତେ ଲୋକଙ୍କ ଜୀବନ ନେଲା କରୋନା?

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୧୭ ହଜାର ୫୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ…