ଲଭ୍ ମ୍ୟାରେଜର ଭୟଙ୍କର ଦଣ୍ଡ, ପେପର କଟରରେ ଝିଅର ବେକ କାଟିଲା ପିତା !

ଚେନ୍ନାଇ: ଆଜିକାଲି ପ୍ରେମ ବିବାହ ଅତି ସାଧାରଣ କଥା କହିଲେ ଚଳେ , କିନ୍ତୁ ଏବେ ବି କିଛି ସ୍ଥାନରେ ଏହାକୁ ତୀବ୍ର ବିରୋଧ କରୁଥିବାର ଦେଖିବାକୁ ମିଳୁଛି । ସେହିଭଳି ଏକ ଘଟଣା ତାମିଲନାଡୁର ଥିରୁପୁରରେ ଘଟିଛି, ଯାହାକୁ…

ପିଏମ କିଷାନର ଟଙ୍କା ହେବ ଦ୍ୱିଗୁଣ ! କୃଷକଙ୍କ ଆକାଉଣ୍ଟକୁ ୬ ହଜାର ବଦଳରେ ଆସିବ ୧୨,୦୦୦

ନୂଆଦିଲ୍ଲୀ: ଦେଶର କୃଷକଙ୍କୁ ଆଗାମୀ ଦିନରେ ଖୁସିଖବର ମିଳିପାରେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ମିଳୁଥିବା ଟଙ୍କା ଦ୍ୱିଗୁଣିତ କରିବାକୁ ଯାଉଛନ୍ତି ସରକାର । ମିଳିଥିବା ଖବର ମୁତାବକ, କୃଷକଙ୍କୁ…

ଏହି ୬ ସରକାରୀ ଯୋଜନା ଉପରେ ମୋଦୀଙ୍କ ଫୋକସ୍, ୨୦୨୪ ସୁଦ୍ଧା ସମସ୍ତଙ୍କ ପାଖରେ ପହଞ୍ଚିବ ଏହାର ଲାଭ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଟି ସରକାରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ସେ ଚାହୁଁଛନ୍ତି ଯେ, ୨୦୨୪ରେ ହେବାକୁ ଥିବା ଲୋକସଭା…

ଗୋଟିଏ ବାଇକରେ ୭ ଜଣ, ପୋଲିସ କହିଲା- ‘ଚାଲାଣକୁ ନୁହେଁ, ବରଂ ଯମରାଜାଙ୍କୁ ଡର’

ନୂଆଦିଲ୍ଲୀ: ଗୋଟିଏ ବାଇକରେ ୨ରୁ ୩ ଜଣ ଯିବା କଷ୍ଟକର ହେଉଥିବା ବେଳେ ଉତ୍ତରପ୍ରଦେଶରୁ ଏପରି ଏକ ଫଟୋ ଆସିଛି, ଯେଉଁଥିରେ ଗୋଟିଏ ବାଇକରେ ୭ ଜଣ ବସିଥିବାର ଦେଖିବାକୁ ମିଳିଛି । ଗୋଟିଏ ବାଇକରେ ଏତେ ଜଣଙ୍କୁ ଦେଖି ଯୁପି…

କାବୁଲ ଏୟାରପୋର୍ଟରେ ଗୁଳିମାଡ଼ : ଆମେରିକା ଦୂତାବାସ ନିକଟରେ ବିସ୍ଫୋରଣ, ସାମ୍ନାକୁ ଆସିଲା ଭିଡିଓ

କାବୁଲ: ଆଫଗାନିସ୍ତାନରେ ତାଲିବାନ ଯୁଗ ପୁଣି ଫେରିଆସିଛି ଓ ରାଷ୍ଟ୍ରପତି ଭବନକୁ ତାଲିବାନୀମାନେ ଦଖଲ କରିଛନ୍ତି । ଏକ ଫଟୋରେ ତାଲିବାନର ଏକ ଗୋଷ୍ଠୀ ରାଜଧାନୀ ବାକୁଲ ସ୍ଥିତ ରାଷ୍ଟ୍ରପତି ଭବନ ଭିତରେ ନଜର ଆସିଛନ୍ତି ।…

ଚେକ୍ ମାଧ୍ୟମରେ ପେମେଣ୍ଟ କରୁଥିଲେ ସାବଧାନ୍, RBI ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ: ଚେକ୍ ମାଧ୍ୟମରେ ଯଦି ଆପଣ ପେମେଣ୍ଟ କରିବାକୁ ଯାଉଛନ୍ତି, ତେବେ ଟିକେ ସତର୍କ ରୁହନ୍ତୁ । କାରଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଆରବିଆଇ ବ୍ୟାଙ୍କିଙ୍ଗ ନିୟମରେ କିଛି ପରିବର୍ତ୍ତନ କରିଛି । ଏହି ନିୟମ…

ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…

ଆଜିଠୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ସମୟରେ ଆଜିଠାରୁ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ରାଜ୍ୟରେ ଆଜିଠାରୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ସ୍କୁଲରେ ପାଠପଢ଼ା…

ତାଲିବାନ୍ କବଜାରେ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି । ଏହାରି ମଧ୍ୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନ ଦଖଲ କରିଛନ୍ତି ତାଲିବାନ । ରାଷ୍ଟ୍ରପତି ଭବନ ଦଖଲ ନେଇ ତାଲିବାନ କମାଣ୍ଡର ଦାବି କରିଛନ୍ତି । ଦେଶ…

ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ଓ କାଲି ଛେଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…