ଆଜି ସକାଳ ୧୧ଟା ୩୦ ରେ ପୃଥିବୀର ନିକଟତର ହେବ ଶନି, ଜାଣନ୍ତୁ କ’ଣ ରହିବ ପ୍ରଭାବ

ଶନି ଏପରି ଏକ ଗ୍ରହ, ଯାହାର ରହସ୍ୟ ସମସ୍ତେ ଜାଣିବାକୁ ଚାହାଁନ୍ତି । ତାରାମଣ୍ଡଳରେ ଶନି ସହ ଜଡିତ ଏକ ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି, ଯାହାକି ସମସ୍ତଙ୍କ ପାଇଁ ଆକର୍ଷଣର କାରଣ ହେବ । ବୈଜ୍ଞାନିକଙ୍କ ମତରେ, ଆଜି ସକାଳ…

ରାଜ୍ୟରେ ୬ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ପୁଣି ୬୭ ମୃତ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଆଜି ଭୁବନେଶ୍ୱରରେ ଗଡୁନି ‘ମୋ ବସ୍’, ଜାଣନ୍ତୁ କାହିଁକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କରୋନା କାଳରେ ରାଜ୍ୟରେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଅନେକ କଟକଣା କୋହଳ ହେବା ପରେ ବି ଆଜି ରାଜଧାନୀ ଭୁବନେଶ୍ୱରରେ ଗଡୁନି ‘ମୋ ବସ୍’ । ଭୁବନେଶ୍ୱର ଡିପୋରୁ ୧୨୮ ‘ମୋ…

ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରୁ ଆସିଛି ଏକ ନିରାଶଜନକ ଖବର । ରାଜ୍ୟର ଦ୍ରୁତ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକରେ ପୁଣି ଥରେ ନିରାଶ କରିଛନ୍ତି । ୨୦୦ ମିଟର ଟ୍ରାକରେ ଦୌଡରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ।…

ହିମାଚଳରେ ମୌସୁମୀ ନେଲା ୨୧୩ ଜୀବନ, ୬୩୨ କୋଟି ଟଙ୍କାର କ୍ଷତି

ଶିମଲା: ହିମାଚଳ ପ୍ରଦେଶରେ ଚଳିତବର୍ଷ ମୌସୁମୀ ବିପଦ ସୃଷ୍ଟି କରିଛି । ମୌସୁମୀ ଋତୁରେ ସେଠାରେ ଅଧିକ ସହଖ୍ୟାରେ ଧନ-ଜୀବନ ନଷ୍ଟ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ମୁତାବକ, ମୌସୁମୀ ଋତୁରେ…

ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ରାଜ୍ୟରେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଅନେକ କଟକଣା କୋହଳ ହେବା ପରେ ଆଜିଠାରୁ ଖୋଲିଯାଇଛି କୋଣାର୍କର ଐତିହାସିକ ସୂର୍ଯ୍ୟ ମନ୍ଦିର । ସ୍ୱତନ୍ତ୍ର ଏସଓପିରେ…

ରାଜ୍ୟର ଅଗଷ୍ଟ ଗାଇଡଲାଇନ୍, ଜାଣନ୍ତୁ କ’ଣ ଖୋଲା ଓ କ’ଣ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏସଆରସି ପ୍ରଦୀପ ଜେନା ଗାଇଡଲାଇନ ନେଇ ଆଜି ଘୋଷଣା କରିଛନ୍ତି ।…

କୋଟିପତି ପିଏସ ଗିରଫ ମାମଲାରେ OSSC ଅଧ୍ୟକ୍ଷଙ୍କ ସଫେଇ, କହିଲେ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ OSSCଙ୍କ କୋଟିପତି ପିଏସ ଗିରଫ ମାମଲା ଏବେ ଚର୍ଚ୍ଚାରେ ରହିଛି । ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ପୁଳା ପୁଳା ଟଙ୍କା, ଅଳଙ୍କାର ଓ ପ୍ଲଟ ବାହାରୁଛି, ଯାହାର ଆକଳନ…

ଜିଓର ସବୁଠାରୁ ଶସ୍ତା ପ୍ଲାନ୍: ମାଗଣାରେ Netflix ସମେତ ଦେଖିପାରିବେ ବହୁତ କିଛି

ନୂଆଦିଲ୍ଲୀ: ଜିଓରେ ଅନେକ ଅଫର ରହିଛି, ଯାହାକି ପୋଷ୍ଟପେଡ୍ ଓ ପ୍ରିପେଡ ପ୍ଲାନର ସବସ୍କ୍ରିପସନ୍ ସହିତ ଅନେକ ଅଫର ଦେଇଥାଏ । ଏଥିରେ ହାଇସ୍ପିଡ ଡାଟା ସହିତ ମାଗଣା ଓଟିଟି ଷ୍ଟ୍ରିମିଂ ପ୍ଲାଟଫର୍ମ ଭଳି ସୁବିଧା ରହିଛି ।…

‘ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତପ୍ରତିଶତ ଟିକାକରଣ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସହ ଲଢ଼େଇ ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି । ଜୁଲାଇ ଶେଷ ସୁଦ୍ଧା ଟିକାକରଣର ଟାର୍ଗେଟ ପୂରଣ ହେବ ।…