କୋଭିଡରେ ମାନସିକ ସ୍ୱାସ୍ଥ୍ୟ ନେଇ ରାଜ୍ୟ ସରକାରଙ୍କ ସୂଚନା-’ଭୟ କଲେ କରୋନା ବଢିବ’

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । କଟକ ଉତ୍କର୍ଷ ଜାତୀୟ ମାନସିକ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ…

କାଲି ସକାଳ ସୁଦ୍ଧା ସାବଧାନ୍‌! ୨ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): କାଲି ସକାଳ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ବର୍ଷା…

‘କରୋନାକୁ ହାଲକାରେ ନିଅନ୍ତୁ ନାହିଁ..’, ଦିଲ୍ଲୀର ଗର୍ଭବତୀ ମହିଳାଙ୍କ ଶେଷ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୧୨ ।୫: କରୋନାକୁ ନେଇ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଅନେକ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ହେଉଥିବା ବେଳେ ଆଜି ବି କିଛି ଲୋକ ଲୋକେ ଏହାକୁ ହାଲକାରେ ନେଉଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀରେ ଜଣେ…

ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ଅପହରଣ ପରେ ଗଳାକାଟି ହତ୍ୟା

ମାଲକାନଗିରି,୧୨ ।୫(ଓଡିଶା ଭାସ୍କର): କରୋନା କାଳରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ଯବାନଙ୍କୁ ଅପହରଣ କରିବା ପରେ ଗଳାକାଟି ଅତି ନୃଂଶସ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ…

ଓଡିଶାରେ କରୋନା ଯୋଗୁ ଆଖି ବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…

ଓଡିଶାରେ ଆଜି ୧୦,୯୮୨ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ପୁଣି ୧୦ ହଜାର ଟପିଛି । ଗତ ୨୪ ଘଣ୍ଟାରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଆସିଲା ଏସଓପି

ଦିଲ୍ଲୀ,୧୧ ।୫: କରୋନା କାଳରେ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି ହୋଇଛି । ଦିଲ୍ଲୀ ଓ ଗୋଆ ସରକାରଙ୍କ ପକ୍ଷରୁ ଏହି ଏସଓପି ଜାରି କରାଯାଇଛି । ଦେଶର ଯେ କୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀଙ୍କ ପାଇଁ ଉଭୟ…

ଭୁବନେଶ୍ୱର ଭବାନୀ ମଲରେ କୋଭିଡ ଟେଷ୍ଟ

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): କୋଭିଡ ଟେଷ୍ଟକୁ ଆହୁରି ସୁଗମ କରିବାକୁ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଉଛି । ଭୁବନେଶ୍ୱର ସହିଦନଗର ସ୍ଥିତ ଭବାନୀ ମଲରେ କୋଭିଡ…

ମୁକେଶ ଅମ୍ବାନୀଙ୍କ ଘର ବାହାରେ ବୋମା ରଖିବା ଘଟଣା: ପୋଲିସ ସେବାରୁ ସଚିନ ୱାଜେଙ୍କୁ ବହିଷ୍କାର

ମୁମ୍ବାଇ,୧୧ ।୫: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବୋମା ରଖିବା ଅଭିଯୋଗରେ ନିଲମ୍ବିତ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ଆଜି ପୋଲିସ ସେବାରୁ ବହିଷ୍କାର କରାଯାଇଛି । ଜାତୀୟ ଅନୁସନ୍ଧାନ ଏଜେନ୍ସି…

ହିମନ୍ତ ବିଶ୍ୱଶର୍ମାଙ୍କ ରୋଚକ ‘ଲଭ୍ ଷ୍ଟୋରୀ’, ପତ୍ନୀ କହିଥିଲେ- ‘ମାକୁ କହିଦିଅ, ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି’

ଭାରତୀୟ ରାଜନୀତିରେ ଏପରି ଅନେକ ଚେହେରା ରହିଛି, ଯେଉଁମାନେ ସେମାନଙ୍କର ପରିଶ୍ରମ ଏବଂ ସଚ୍ଚୋଟତା ସହିତ ଲୋକଙ୍କ ହୃଦୟ ଜିତିବା ସହ ଅନେକ ବଡ଼ ପଦବୀ ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆସାମର ନୂଆ…