Breaking News କରୋନା କଟକଣାକୁ ଫୁ’! ରଥ ଉପରୁ ଫଟୋ ଭାଇରାଲ Sushreejyoti Routray Jul 21, 2021 ପୁରୀ(ଓଡ଼ିଶଶ ଭାସ୍କର): କୋଭିଡ କଟକଣା ସହ ସରିଛି ରଥଯାତ୍ରା । ପ୍ରଶାସନର ଏତେ କଡା କଟକଣା ପରେ ବି ରଥ ଉପରର ଫଟୋ ଭାଇରାଲ ହୋଇଛି । ଶ୍ରୀବଳଭଦ୍ରଙ୍କ ରଥରେ ଚଢ଼ି ୨ ଯୁବକ ସେଲ୍ଫି ନେଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି…
Breaking News ଆସିଲା କି ତୃତୀୟ ଲହର! ଦେଶରେ ପୁଣି ରେକର୍ଡ ସ୍ତରରେ ମୃତ୍ୟୁ ସଂଖ୍ୟା, ଜାଣନ୍ତୁ ଆଜି କେତେ Sushreejyoti Routray Jul 21, 2021 ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଆଜି ପୁଣି ବଢ଼ିଯାଇଛି । ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଆଜିର ମୃତ୍ୟୁସଂଖ୍ୟା ତୃତୀୟ ଲହର ଡରକୁ ଆହୁରି ବଢ଼ାଇଦେଇଛି । ଗତ କିଛି ଦିନ ହେବଦେଶରେ ମୃତ୍ୟୁସଂଖ୍ୟା…
Breaking News ଆଫଗାନିସ୍ତାନର ମହିଳାମାନଙ୍କ ଉପରେ ତାଲିବାନର ଲୋଲୁପ ଦୃଷ୍ଟି, ମାଗିଲା ୧୫ ବର୍ଷରୁ ଅଧିକ ବୟସର ଝିଅଙ୍କ ଲିଷ୍ଟ Sushreejyoti Routray Jul 21, 2021 ଆଫଗାନିସ୍ତାନ ଉପରେ ବଡ଼ ସଙ୍କଟ । ଆଫଗାନିସ୍ତାନରେ ତାଲିବାନ ୮୫% ଅଞ୍ଚଳ ଦଖଲ କରି ନିଜ କବଜାକୁ ନେଇସାରିଛି । ଏହାରି ମଧ୍ୟରେ ଆମେରିକାର ସେନା ଫେରିଯିବାରୁ ଆଫଗାନିସ୍ତାନ ସେନା ଆତଙ୍କବାଦୀଙ୍କ ସହ ଲଢ଼ୁଛନ୍ତିି ।…
Breaking News ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ନିର୍ବାଚନରେ ନାମାଙ୍କନ ଦାଖଲ କରିଥିବା RJ ଅନନ୍ୟାଙ୍କ ଆତ୍ମହତ୍ୟା: ଫ୍ଲାଟରୁ ମିଳିଲା ଶବ, ଜାଣନ୍ତୁ କାରଣ Sushreejyoti Routray Jul 21, 2021 କୋଚ୍ଚି: କେରଳ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରଥମ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ତଥା ରାଜ୍ୟର ପ୍ରଥମ ଟ୍ରାନ୍ସ ରେଡିଓ ଜକି ଅନନ୍ୟା କୁମାରୀ ଆଲେକ୍ସ ଆତ୍ମହତ୍ୟା କରିଛନ୍ତି । ଅନନ୍ୟାଙ୍କ ମୃତଦେହ…
Breaking News ରାଜ କୁନ୍ଦ୍ରାଙ୍କ ପୋନୋଗ୍ରାଫୀ ମାମଲା: ଶିଳ୍ପା ସେଟ୍ଟୀଙ୍କୁ ନେଇ ମୁମ୍ବାଇ ପୋଲିସର ବଡ ବୟାନ Sushreejyoti Routray Jul 21, 2021 ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଗିରଫ କରିଛି ଓ କୋର୍ଟ ତାଙ୍କୁ ୩ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ…
Breaking News ପୁଣି ଓଡ଼ିଶାରୁ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ, ହିସାବ ଦେଲେ ସରକାର Sushreejyoti Routray Jul 21, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…
Breaking News ସରକାରୀ ଚାକିରି: ୫ମ ପାସ୍ ପାଇଁ ରହିଛି ସୁଯୋଗ, ଏହି ଜିଲ୍ଲାରେ ଅଙ୍ଗନୱାଡି ପାଇଁ ବାହାରିଛି ପଦବୀ Sushreejyoti Routray Jul 21, 2021 ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ସରକାରଙ୍କ ଶିଶୁ ବିକାଶ ସେବା ଓ ପୁଷ୍ଟିହାର ବିଭାଗ ଦ୍ୱାରା ୫୩ ହଜାର ଅଙ୍ଗନୱାଡି କର୍ମୀ ଏବଂ ସହାୟକଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଏବେ ଚିତ୍ରକୋଟ୍…
Breaking News କୋଲ୍ଡ ଡ୍ରିଙ୍କସ ପିଉଛନ୍ତି କି? ତେବେ ଜାଣିରଖନ୍ତୁ ଶରୀର ପାଇଁ ଏହା କେତେ କ୍ଷତିକାରକ Sushreejyoti Routray Jul 21, 2021 ବହୁତ ଲୋକଙ୍କ ଫ୍ରିଜରେ ଆପଣଙ୍କୁ କୋଲ୍ଡ ଡ୍ରିଙ୍କସ ଦେଖିବାକୁ ମିଳିବ । ଘର, ଅଫିସ୍ ଠାରୁ ଆରମ୍ଭ କରି ପାର୍ଟି ପର୍ଯ୍ୟନ୍ତ, ସବୁଠାରେ କୋଲ୍ଡ ଡ୍ରିଙ୍କସ ପିଇବାକୁ ଲୋକମାନେ ପସନ୍ଦ କରନ୍ତି । ଯୁବକମାନଙ୍କ ମଧ୍ୟରେ ଏହାର…
Breaking News ଆଜି ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ Sushreejyoti Routray Jul 21, 2021 ପୁରୀ(ଓଡ଼ିଶା ଭାସ୍କର) : ଜନ୍ମବେଦିରେ ଲୀଳାଖେଳା ସାରି ସିଂହଦ୍ୱାରକୁ ବାହୁଡ଼ିଛନ୍ତି ଶ୍ରୀଜିଉ । ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଆଜି ଅନୁଷ୍ଠିତ ହେବ । ସିଂହଦ୍ୱାର ସାମ୍ନାରେ ସୁନାବେଶରେ ସଜେଇ…
Breaking News ଗୋଟିଏ ମିନିଟରେ କୋଟିପତି ହୋଇଗଲେ ଉବର ମହିଳା ଡ୍ରାଇଭର, କହିଲେ – ‘ଆଉ ଚାକିରି ଦରକାର ନାହିଁ’ Sushreejyoti Routray Jul 20, 2021 ଉବର ଇଟସରେ ଚାକିରି କରୁଥିଲେ ଜଣେ ମହିଳା ଡ୍ରାଇଭରଙ୍କ ବଦଳିଯାଇଛି ଭାଗ୍ୟ । ମାତ୍ର ଗୋଟିଏ ମିନିଟରେ ସେ ଗରୀବରୁ ପାଲଟିଯାଇଛନ୍ତି କୋଟିପତି । ଯେବେ ମହିଳା ଜଣକ ଲଟେରି ଲାଗିଥିବା କଥା ଜାଣିଲେ, ତାଙ୍କ ଖୁସିର ଠିକଣା…