Breaking News ବଢିଲା OJEEର ଆବେଦନ ଅବଧି Sushreejyoti Routray Jun 14, 2021 ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଏବେବି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଓଜେଇଇ ଆବେଦନ ଅବଧିକୁ ପୁଣି ବଢାଯାଇଛି । ଓଜେଇଇର ଆବେଦନ ଅବଧି ଜୁଲାଇ ୧୨ଯାଏଁ ବଢିଥିବା ବେଳେ ଫି’ ଦାଖଲ ଅବଧି…
Breaking News ବ୍ରିଟେନରୁ ମିଳିଲା ଆଉ ଏକ ଭାଇରସ୍, ଜାଣନ୍ତୁ ଏହା କେତେ କ୍ଷତିକାରକ ଓ ବ୍ୟାପୁଛି କିପରି? Sushreejyoti Routray Jun 14, 2021 ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ବ୍ରିଟେନରେ ଆଉ ଏକ ନୂଆ ଭାଇରସ୍ ସାମ୍ନାକୁ ଆସିଛି । ଏହି ଭାଇରସର ନାମ ‘ମଙ୍କିପକ୍ସ’ । ବିଟ୍ରେନର ଉତ୍ତର ୱେଲ୍ସରେ ଗୋଟିଏ ପରିବାରର ୨ ଜଣ ଏହି ରୋଗରେ…
Breaking News ଦେଶରେ କରୋନା ମୃତ୍ୟୁସଂଖ୍ୟାକୁ ନେଇ ବଡ ଖୁଲାସା! ବର୍ତ୍ତମାନ ସୁଦ୍ଧା ୫ରୁ ୭ ଗୁଣ ଅଧିକ ଜୀବନ ହରାଇଥିବା ଦାବି, ଜାଣନ୍ତୁ କ’ଣ କହିଲେ କେନ୍ଦ୍ର… Sushreejyoti Routray Jun 14, 2021 ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ମୃତ୍ୟୁ ସଂଖ୍ୟା ଉପରେ ପ୍ରଶ୍ନ ଉଠୁଛି । ଅନ୍ତର୍ଜାତୀୟ ପତ୍ରିକା ‘ଦି…
Breaking News ସାବଧାନ୍! କାଲି ସକାଳ ସୁଦ୍ଧା ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା? Sushreejyoti Routray Jun 14, 2021 ଭୁବନେଶ୍ୱର(ଓଡିଶା ଭାସ୍କର): ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୮ଟି…
Breaking News କାଲିଠାରୁ ୬-୧୨ ବର୍ଷର ପିଲାମାନଙ୍କଠାରେ କୋଭାକ୍ସିନ୍ ଟ୍ରାଏଲ Sushreejyoti Routray Jun 14, 2021 ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଏହାରି ମଧ୍ୟରେ କାଲିଠାରୁ ୬ରୁ ୧୨ ବର୍ଷୀୟ ପିଲାଙ୍କଠାରେ ଟିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଦିଲ୍ଲୀ ଏମ୍ସରେ ଶିଶୁଙ୍କଠାରେ କୋଭାକ୍ସିନ୍…
Breaking News ରଜରେ କମିଲା ସୁନା-ରୂପା ଦର, ଜାଣନ୍ତୁ ରେଟ୍ Sushreejyoti Routray Jun 14, 2021 ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନରେ ଘରୋଇ ବଜାରରେ କମିଲା ସୁନା-ରୂପା ଦର । ସୋମବାର ଦିନ ସୁନା ଦର ୫୫୩ ଟଙ୍କା କମ୍ ହୋଇଥିବା ବେଳେ ରୂପା ବି ଶସ୍ତା ହୋଇଥିବା ଜଣାପଡିଛି । ଆଜି ରୂପାର ଦାମରେ ୫୦୧ ଟଙ୍କା ହ୍ରାସ ପାଇଛି…
Breaking News ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହେଲେ ନଫ୍ତାଲି ବେନେଟ୍, ଶୁଭେଚ୍ଛା ଜଣାଇଲେ ମୋଦୀ Sushreejyoti Routray Jun 14, 2021 ନୂଆଦିଲ୍ଲୀ: ଇସ୍ରାଏଲ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନଫ୍ତାଲି ବେନେଟ ଶପଥ ନେଇଛନ୍ତି । ଏହା ସହିତ ୧୨ ବର୍ଷ ହେବ ପ୍ରଧାନମନ୍ତ୍ରୀ ପଦରେ କବଜା କରିଥିବା ନେତାନ୍ୟାହୁଙ୍କ ଯୁଗ ଶେଷ ହୋଇଛି । ବେଞ୍ଜାମିନଙ୍କ ଐତିହାସିକ…
Breaking News ଭୁବନେଶ୍ୱର ରାଜରାସ୍ତାରେ ଯୁବକଙ୍କୁ ପଥର ଛେଚି ହତ୍ୟା Sushreejyoti Routray Jun 12, 2021 ଭୁବନେଶ୍ୱର(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ । ରାଜରାସ୍ତାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ପଥର ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ରାଜମହଲ-ଶିଶୁଭବନ ରାସ୍ତାରେ ପଥରରେ…
Breaking News ରାଜ୍ୟରୁ ଆଉ ୯ ପ୍ରକାର ନକଲି ଔଷଧ ଠାବ Sushreejyoti Routray Jun 12, 2021 ଭୁବନେଶ୍ୱର (ଓଡିଶା ଭାସ୍କର): କଟକର ଏକ ଫାର୍ମରୁ ନକଲି ଫାଭିପିରାଭିର ଜବତ ହେବା ଘଟଣାରେ ସମ୍ପୃକ୍ତ ସଂସ୍ଥା ଆଉ ୯ ପ୍ରକାର ବେନାମୀ ଔଷଧ ବିତରଣ କରିଥିବା ସୂଚନା ମିଳିଛି । ୯ ପ୍ରକାର ବେନାମୀ ଔଷଧ ବିତରଣ ସୁରାକ ପରେ…
Breaking News ୮୧୫ ଟଙ୍କାର ଏଲପିଜି ଗ୍ୟାସ ସିଲିଣ୍ଡର କେବଳ ୧୫ ଟଙ୍କାରେ, ଜାଣନ୍ତୁ କେଉଁଠି ମିଳିଛି ଏହି ଅଫର Sushreejyoti Routray Jun 12, 2021 ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ଗତ ୬ ମାସ ହେବ ବଢିଚାଲିଛି । ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ଏବେ ଦିଲ୍ଲୀରେ ୮୧୫ ଟଙ୍କା ରହିଥିବା ବେଳେ ଅନ୍ୟ ସହରରେ ଦାମ ଏହାର ପାଖାପାଖି…