Breaking News କରୋନାରେ ଆଖିବୁଜିଲେ ପ୍ରବଚକ ଚାରଣ ରାମଦାସ Sushreejyoti Routray May 24, 2021 ଭୁବନେଶ୍ୱର: କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ବହୁ ସେଲିବ୍ରିଟ, ନେତାମନ୍ତ୍ରୀମାନେ ଏହାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ଏହାରି ମଧ୍ୟରେ ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ…
Breaking News ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ‘ୟଶ’ Sushreejyoti Routray May 24, 2021 ଭୁବନେଶ୍ୱର: ଓଡିଶା ମୁହାଁ ବାତ୍ୟା ୟଶ । ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ‘ୟଶ’ । ଏବେ ପାରାଦୀପ ଠାରୁ ୪୫୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି ବାତ୍ୟା ୟଶ ବାଲେଶ୍ୱରଠାରୁ ୫୫୦ କିମି ଓ…
Breaking News ସ୍ଥାନ ଦେଖି ରଙ୍ଗ ବଦଳାଏ ବ୍ଲାକ ଫଙ୍ଗସ୍: ଏମ୍ସ ନିର୍ଦ୍ଦେଶକ Sushreejyoti Routray May 24, 2021 ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବ୍ଲାକ ଫଙ୍ଗସ୍ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ବ୍ଲାକ ଫଙ୍ଗସ୍ ଏବେ ବିଭିନ୍ନ ରଙ୍ଗରେ ଦେଖାଦେଉଛି । କେଉଁ ରୋଗୀଙ୍କୁ ଧଳା ଫଙ୍ଗସ୍ ହେଉଛି ତ ଆଉ କାହାକୁ ହଳଦିଆ ଫଙ୍ଗସ୍ ।…
Breaking News କରୋନା କାଳରେ କିନ୍ନରଙ୍କ ପାଇଁ କେନ୍ଦ୍ରୀୟ ସହାୟତା ଘୋଷଣା, ଜାଣନ୍ତୁ କେତେ? Sushreejyoti Routray May 24, 2021 ନୂଆଦିଲ୍ଲୀ: କରୋନାକୁ ନେଇ ଲୋକମାନେ ହନ୍ତସନ୍ତ ହେଲେଣି । କରୋନାର ଆର୍ଥିକ ସଙ୍କଟ ମଧ୍ୟରେ କିନ୍ନରଙ୍କ ପାଇଁ କେନ୍ଦ୍ରୀୟ ସହାୟତା ରାଶି ଘୋଷଣା କରାଯାଇଛି । ଦେଶର ୭ ହଜାର କିନ୍ନରଙ୍କୁ ଦେଢ ହଜାର ଟଙ୍କା ଲେଖାଏଁ…
Breaking News କାଲିଠାରୁ ୩ଟି ଜିଲ୍ଲାର ଟେଷ୍ଟିଂ, ଟିକାକରଣ ବନ୍ଦ Sushreejyoti Routray May 24, 2021 ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ କାଲିଠାରୁ ୩ଟି ଜିଲ୍ଲାରେ କୋଭିଡ ଟେଷ୍ଟିଂ ଓ ଟିକାକରଣ ବନ୍ଦ ହେବ । ବାଲେଶ୍ୱର, ଭଦ୍ରକ ଓ…
Breaking News ଓଡ଼ିଶାରେ ଆଜି ୧୧, ୬୧୪ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ? Sushreejyoti Routray May 24, 2021 ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୬୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…
Breaking News ମାଡି ଆସୁଛି ବାତ୍ୟା ‘ୟଶ’: ବାଲେଶ୍ୱରଠାରୁ ଆଉ ରହିଲା ୫୯୦ କିମି ଦୂରରେ Sushreejyoti Routray May 24, 2021 ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହେବା ପରେ ଏହା ଓଡିଶା ଆଡକୁ ମାଡିଆସୁଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ ‘ୟଶ’ । ପରବର୍ତ୍ତୀ…
Breaking News ଓଡିଶାରେ ଘରୋଇ ବସକୁ ରୋଡ ଟ୍ୟାକ୍ସ ଛାଡ Sushreejyoti Routray May 24, 2021 ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟ ଘରୋଇ ବସ୍ ମାଲିକମାନଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିର ଖବର । ଏପ୍ରିଲ ଓ ମେ’ ମାସର ରୋଡ ଟ୍ୟାକ୍ସ ଛାଡ କରିଛନ୍ତି ରାଜ୍ୟ ସରକାର । ଲକଡାଉନ୍ ଓ ସଟଡାଉନ୍ରେ ବ୍ୟବସାୟୀମାନେ…
Breaking News ଭୁବନେଶ୍ୱରରୁ ୯୦୫ ନୂଆ ପଜିଟିଭ ଚିହ୍ନଟ, ୧୦୨୧ ସୁସ୍ଥ Sushreejyoti Routray May 24, 2021 ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ଆଜି ୯୦୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୫ ଜଣ…
Breaking News ଓଡିଶାରେ ରେକର୍ଡ ଭାଙ୍ଗିଲା ମୃତ୍ୟୁ ସଂଖ୍ୟା: କରୋନା ନେଲା ୩୨ ଜୀବନ, ଜାଣନ୍ତୁ କେଉଁଠୁ? Sushreejyoti Routray May 24, 2021 ଭୁବନେଶ୍ୱର(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୨ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଦ୍ୱିତୀୟ ଲହରର ଏହା ସର୍ବକାଳୀନ ରେକର୍ଡ…